ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ପୋଷ୍ଟମାଷ୍ଟର ମୃତ

ବୌଦ୍ଧ: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ରାଣିଗଞ୍ଜଠାରେ ବୁଧବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ବିବାହ ଭୋଜି ଖାଇ ଫେରୁଥିବାବେଳେ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଉଛନ୍ତି ବାରିଙ୍ଗର ପୋଷ୍ଟମାଷ୍ଟର ବିଶ୍ଵନାଥ ସାହୁ ଓ ମାଧପୁର ପୋଷ୍ଟମାଷ୍ଟର ବିରଞ୍ଚି ସାହୁ। ଗୁରୁତରଥିବା ବକ୍ତିଙ୍କ କୌଣସି ପଚିଚୟ ମିଳି ପାରିନାହିଁ।

Leave A Reply

Your email address will not be published.