Browsing Tag

accident

ରାସ୍ତାରେ ବସି ଶ୍ରାଦ୍ଧ ଭୋଜି ଖାଉଥିବା…

ପାଟନା: ବିହାରର ସାରଣ ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି। ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ଏକ କାର ମାଡ଼ିଯାଇଛି। ଫଳରେ ୧୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ଯକ୍ରମ ଚାଲିଥିଲା। ଲୋକେ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ,…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣଶାସନ‌ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଭାଟକୁମରଡା ମେଡିକାଲରେ…

ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା:…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା । ଏକ କାର ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେବା ସହ ପାନ ଦୋକାନ ଉପରକୁ ଚଢି ଯାଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟ ପାଗଳବାବା ଛକରେ ଘଟିଛି। ଆଜି ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ…

ମୋ ବସ୍’ ଧକ୍କାରେ ଜଣେ ସପ୍ତମ…

ଭୁବନେଶ୍ବର: ପୁଣି ମୋ ବସ୍' ବିରୁଦ୍ଧରେ ଅଭିଯୋଗ। ଗତକାଲି ଏକ ସ୍କୁଲ ଛାତ୍ର ଉପରେ ଗାଡି ମଡ଼ାଇଥିବାର ଅଭିଯୋଗ କରିଛନ୍ତି ବାପା- ମାଆ। ଦୁର୍ଘଟଣାର ଶିକାର ହୋଇଛନ୍ତି ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ନାୟକ। ସନ୍ଦୀପ ଟିଉସନରୁ ଫେରୁଥିବା ସମୟରେ ସ୍କୁଲ ଛକରେ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ପରିବା…

ଭଞ୍ଜନଗର: ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳବା ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇଜଣ ମହାରାଷ୍ଟ୍ର ବୋଲି ଜଣା ପଡିଛି। ତେବେ…

ଉତ୍ତରାଖଣ୍ଡ: ଖାଇକୁ ଖସିଲା ବସ୍, ୨୫ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ପୌରୀ ଗରଓ୍ବାଲ ଜିଲ୍ଲା ରିଖନିଖାଲରେ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଖାଇକୁ ଖସି ବସ୍ ଟି ଗତକାଲି ଦୁର୍ଘଟଣାଗସ୍ତ ହୋଇଥିଲା । ବସରେ  ୪୦ରୁ ୫୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ସେହିପରି ୨୧ ଜଣଙ୍କୁ ସୁରକ୍ଷିତ…

ପୁଞ୍ଚରେ ଭୟଙ୍କର ସଡ଼କ ଦୁର୍ଘଟଣା: ଘାଟି…

ପୁଞ୍ଚ: ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବରରୀ ବହ୍ଲା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୧୨ଜଣଙ୍କର ମୃତ୍ଯୁ ଘଟିଛି। ବସରେ ଥିବା ଅନ୍ୟ ୩୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ଅହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ଯୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜଡିଚାତର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟା, ଆଜି ପୂର୍ବାହ୍ନରେ ସଦର ଥାନା ଜଡିଚାତର ଠାରେ ଏକ ଟ୍ରକ ବାଇକରେ ଯାଉଥିବା ଦୁଇ ଜଣଙ୍କୁ…

ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍‌,…

ଗୁଜୁରାଟ: ଶୁକ୍ରବାର ସକାଳେ ଗୁଜୁରାଟର ଅମ୍ବାଜୀରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଭାରସାମ୍ଯ ହରାଇ ଚାଲିଚାଲି ଯାଉଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଖବର ପାଇ…

୧୦୮ ଆମ୍ବୁଲାନ୍ସ ଓ ଟାଟା ଏସି ଗାଡି…

ଢେଙ୍କାନାଳ : କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଗାଡି ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ…