ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

accident

ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା, ୨…

ସମ୍ବଲପୁର: ବୁର୍ଲା ଭିସୁଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ମୃତ,…

ମାଲକାନଗିରି: ମାଲକାନଗିରିସ୍ଥିତ ସତୀଗୁଡା ଡ୍ୟାମ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କ ଘଟିଛି। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବିଟୁ ବିଶ୍ବାସ(୧୯) ଓ ସୁନାଧର ଚେଟିଆ(୧୯)। ଅନିଲ…

ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ୍,…

ସାନଖେମୁଣ୍ଡି: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ପାଳୁଖୋଳା ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି।ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମନଭାର ଓ ମସ୍ତିପୂଟ ପଞ୍ଚାୟତ ୪୫ରୁୁ ଉର୍ଦ୍ଧ୍ବ ଲୋକ 'ମାଆ…

ଗଛକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌: ୨…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ଏକ ଟାଟା ମ୍ୟାଜିକ୍ ଗାଡ଼ି ପିଟି ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୨ ଜଣ ହେଲେ ବୀଣାଝରି ଗାଁର ଅଭୟ ପାତ୍ର…

କଟକ ଗୋପାଳପୁରରେ ଓଲଟିଲା ବସ୍‌: ୧ ମୃତ,…

କଟକ: ଗୋପାଳପୁରରେ ଓଲଟି ପଡ଼ିଲା ବସ୍‌ । କଟକ ଗୋପାଳପୁର ଛକ ଏନଏଚ୍‌-୧୬ରେ ଏକ ବସ୍‌ ଓଲଟି ପଡ଼ିଥିବା ଜଣାପଡ଼ିଛି। କଟକରୁ ଭୁବନେଶ୍ୱର ଗଲା ବେଳେ ‘ଚନ୍ଦନ’ ବସ୍‌ ଓଲଟିଛି। ସ୍ଥାନୀୟଲୋକଙ୍କ ଦ୍ୱାରା ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର ଜାରି ରହିଛି। ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ପଠାଯାଉଛି । ଖବର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖଣ୍ଡଗିରି…

ଭୁବନେଶ୍ୱର: ଖଣ୍ଡଗିରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖଣ୍ଡଗିରି ଛକରେ ଜଣେ ଯୁବତୀଙ୍କ ଉପରେ ବସ୍‌ ଚଢ଼ିଯାଇଛି।  ରାସ୍ତା ପାରି ହେଲା ବେଳେ ଯୁବତୀଙ୍କୁ ବାଇକ୍‌ ଧକ୍କା ଦେଇଥିଲା । ବାଇକ୍‌ ଧକ୍କାରେ ପଡ଼ିଯିବା ପରେ ଉକ୍ତ ଯୁବତୀଙ୍କ ଉପରେ ବସ୍‌ ଚଢ଼ିଯାଇଥିଲା।  ଘଟଣା ସ୍ଥଳରେ ଯୁବତୀଙ୍କ…

ଦୁଇ କାର୍ ମୁହାଁମୁହିଁ ଧକ୍କା, ମାଆଝିଅ…

ଅନୁଗୁଳ: ଅନୁଗୁଳ ଛେଳିଆପଡା ଠାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଫଳରେ ଘଟଣାସ୍ଥଳରେ କାରରେଥିବା ଉଭୟ ମାଆଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ମାଆଙ୍କ ନାଁ ଦୁର୍ଗାବତୀ ପ୍ରଧାନ ହୋଇଥିବାବେଳେ ଝିଅଙ୍କ ନାଁ ସଂଯୁକ୍ତା ପ୍ରଧାନ ବୋଲି ଜଣାପଡ଼ିଛି।  ତେବେ…

୫୦ ଫୁଟ୍‌ ତଳକୁ ଖସିଲା ପିକ୍‌ଅପ୍‌…

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଉପରମିଟିଙ୍ଗ ଗାଁ ନିକଟ ଘାଟିରେ ଏକ ସାର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟିଛି। ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଛିି। ଫଳରେ ଏହି ଦୁର୍ଘଟଣା ଯୋଗୁଁ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ…

ବସ୍ ଓ ବାଇକ ଦୁର୍ଘଟଣା, ଦୁଇ ବାଇକ୍…

କଟକ: କଟକ ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ବସ ଓ ବାଇକ ଦୁର୍ଘଟଣା। ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ନିଶ୍ଚିନ୍ତକୋଇଲି ଜନିଆ ଛକରେ ଏକ ବାଇକକୁ ଧକ୍କା…

ଭାରସାମ୍ୟ ହରାଇ ଘର କାନ୍ଥକୁ ପିଟିହେଲା…

କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଘରର କାନ୍ଥକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୪ ସାଙ୍ଗଙ୍କର ମୃତ୍ୟୁ ଘଟିଛି।  ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର…