ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି।  ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ଯ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ କାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତ ଦେହକୁ ଏମ୍ସ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ହତ୍ୟା ସନ୍ଦେହ କରାଯାଇ ପରିବାର ପକ୍ଷରୁ ଇନ୍ ଫୋ ଭ୍ୟାଲି ଥାନାରେ ଏତଲା ଦିଆଯାଇଛି।କଲେଜକୁ ଏକ ସାଇଣ୍ଟିପିକ ଟିମ୍ ଯାଇ ତଦନ୍ତ କରିବୋ ବଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.