ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡାହାଣୀ ପଦର ଗାଁର ଅଭିଯୁକ୍ତ କାନ୍ଦ୍ରା ମାଝୀ ଗତ ୨୦୧୮ ମସିହାରେ ନିଜ ସ୍ତ୍ରୀକୁ ସାମାନ୍ୟ କଥାକୁ ନେଇ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା। ଏହି ଘଟଣାର ଆଜି ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ ଦୀପ୍ତି ରଞ୍ଜନ କାନୁନଗୋ ଏହାର ବିଚାର କରି ଅଭିଯୁକ୍ତ ହତ୍ୟାକରି କାନ୍ଦ୍ରା ମାଝୀଙ୍କୁ ଆଜୀବନ କାରାଦଣ୍ଡ ନେଇ ଶୁଣାଣି କରିଛନ୍ତି।

Leave A Reply

Your email address will not be published.