ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର, ଗ୍ୟାସ୍‌ ଲିକ୍‌ ନେଇ ଭୟରେ ଗ୍ରାମବାସୀ

ସୋର: ଭାରସାମ୍ୟ ହରାଇ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ଗାଁ ରାସ୍ତାରୁ ବିଲକୁ ଓଲଟିଲା ହାଇଡ୍ରୋ କ୍ଲୋରିକ ଏସିଡି ଗ୍ୟାସ ବୋଝେଇ ଟ୍ୟାଙ୍କର । ଏହି କେମିକାଲ ବୋଝେଇ ଟ୍ୟାଙ୍କର ନାଟୋ ବାଇଓ ସାଇନ୍ସ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ଫଳରେ ରାସ୍ତା ଉପରେ ଗ୍ୟାସ ଲିକ୍ ହେବାରେ ଲାଗିଛି। ଗ୍ୟାସ ଲିକ୍ ହେଉଥିବା ଯୋଗୁଁ ସ୍ଥାନୀୟ ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି।

Leave A Reply

Your email address will not be published.