ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଚାରଧାମ ଯାତ୍ରା’ରେ ୬୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଡେରାଡୁନ: ଚାରଧାମ ଯାତ୍ରା ମାର୍ଗରେ ଏ ପର୍ଯ୍ୟନ୍ତ ୬୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି। ମଧୁମେହ (ଡାଇବେଟିସ) ଏବଂ ଉଚ୍ଚ ରକ୍ତଚାପ (ହାଇ ବିପି) ଯୋଗୁଁ ୬୬ ପ୍ରତିଶତ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ଭଲ ନଥିବା ଯାତ୍ରୀଙ୍କୁ ଯାତ୍ରା ନ କରିବା ଲାଗି ପରାମର୍ଶ ଦିଆଯାଇଛି। ଉତ୍ତରାଖଣ୍ଡର ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ ଡ଼.ଶୈଳଜା ଭଟ୍ଟ ସୋମବାର ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୮୩୫୦ ହଜାର ଯାତ୍ରୀ ଧାମ ଅଭିମୁଖେ ଯିବା ପରେ ପ୍ରଶାସନ କେଦାରନାଥ ଯାତ୍ରାକୁ ରୋକି ଦେଇଛନ୍ତି। କେବଳ ପାଦଚଲା ମାର୍ଗ ଉପରେ କଟକଣା ଲଗାଯାଇଛି।

Leave A Reply

Your email address will not be published.