ଗୁରୁବାର ରାଶିଫଳ (୭-୧୦-୨୦୨୧)

ମେଷ : ବିଭିନ୍ନ ଉପାୟରେ ଆୟ ହେବ । ଚାକିରିରେ ଉଚ୍ଚ ସମ୍ମାନ ପ୍ରାପ୍ତ ହେବ । ମହିଳାମାନେ ଯଶ ପାଇବେ। ବାଣିଜ୍ୟ ସନ୍ତୋଷ ଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ ।
ଶୁଇ ଅଙ୍କ – ୧, ଶୁଭ ରଙ୍ଗ –ପିକ୍
ବୃଷ : ପରିଶ୍ରମର ଫଳ ପାଇବେ | ରାଜନୀତିରେ ସକ୍ରିୟ ରହିବେ । ଚାକିରିରେ ନିଷ୍ଠା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଯଶ ପାଇବେ ।
ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କମଳା
ମିଥୁନ: ନୂତନ ଯୋଜନା କାର୍ଯ୍ୟକାରୀ ହେବ । ମହିଳାମାନେ ସୁଖୀ ରହିବେ । ଚାକିରିରେ ସମ୍ମାନ ବଢିବ । ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ ।
ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍
କର୍କଟ : କର୍ମ କ୍ଷେତ୍ର ମନ୍ଥର ରହିବ । ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ମହିଳାମାନେ ଅସ୍ଥିତ ରହିବେ | ବାଣିଜ୍ୟ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଆଳସ୍ୟ ହେବେ |
ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ପିଙ୍କ୍
ସିଂହ : ସମାଜରେ ପ୍ରତିଷ୍ଠିତ ହେବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ ।
ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍
କନ୍ୟା : ଦିନଟି ଚଳଚଞ୍ଚଳ ରହିବେ । ପଡ଼ୋଶୀଙ୍କ ସହଯୋଗ ପାଇବେ । ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ହେବେ । ଶିକ୍ଷାର୍ଥୀ ଦୃଢ଼ମନା ହେବେ ।
ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ
ତୁଳା : ଦିନଟି ଆମୋଦପ୍ରମୋଦ ଭିତରେ କଟିବ। ଚାକିରିରେ ପ୍ରଶଂସିତ ହେବେ । ମହିଳାମାନେ ଆଦରଣୀୟା ହେବେ| ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳ ହେବେ।
ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ
ବିଛା : କର୍ମକ୍ଷେତ୍ରରେ ଆୟବ୍ୟୟ ସମାନ ରହିବ । ମହିଳାମାନେ ବିରକ୍ତିମନା ରହିବେ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ରହିବେ ।
ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍
ଧନୁ : କୌଣସି ବଡ ଧରଣର କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ସକ୍ରିୟ ରହିବେ | ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ ।
ଶୁଭ ଅଙ୍କ -୨, ଶୁଭ ରଙ୍ଗ –ସିଲିଭର
ମକର: କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ | ରାଜନୀତିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ବାଣିଜ୍ୟରେ ଆୟ ବୃଦ୍ଧି ହେବ | ଶିକ୍ଷାର୍ଥୀ ସଫଳ ହେବେ ।
ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ
କୁମ୍ଭ : ଅନିଶ୍ଚିତତା କାରଣରୁ କାର୍ଯ୍ୟହାନି ହେବ। ମହିଳାମାନେ ଆଳସ୍ୟ ରହିବେ | ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ । ବାଣିଜ୍ୟ ମାନ୍ଦା ରହିବ ।
ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା
ମୀନ : କର୍ମ କ୍ଷେତ୍ରରେ ଅସହଯୋଗ ରହିବ | ରାଜନୀତିରେ ଶତ୍ରୁବୃଦ୍ଧି ହେବ । ଚାକିରିରେ ସ୍ଥାନାନ୍ତର ହୋଇପାରେ। ବାଣିଜ୍ୟ ଚିନ୍ତା ଜନକ ରହିବ।
ଶୁଭ ଅଙ୍କ – ୧, ଶୁଭ ରଙ୍ଗ –ପିଙ୍କ