Browsing Tag

Russia Ukraine War

ତାଲିବାନ ସଂଘର୍ଷଠାରୁ ଅଧିକ ଭୟାବହ…

କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର…

ୟୁକ୍ରେନର ଖେର୍‌ସନ୍‌ ସହରରୁ ରୁଷର…

କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା…

ରୁଷ୍‌ର ନିଶାଣରେ ୟୁକ୍ରେନର ପ୍ରମୁଖ…

କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି…

ଆମେରିକାକୁ ପୁଣି ରୁଷର ଚେତାବନୀ;…

ମସ୍କୋ : ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ଧମକ ପ୍ରତିଧମକ ମଧ୍ୟରେ ଛାରଖାର ହେଉଛି ୟୁକ୍ରେନ୍ । ତେବେ ଏପରି ସମୟରେ ଆମେରିକା ଓ ତା’ର ସହଯୋଗୀ ଦେଶମାନେ ଯଦି ୟୁକ୍ରେନ ଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ…

ରୁଷର ଆଣବିକ ଯୁଦ୍ଧ ପ୍ରସ୍ତୁତି: ଆଣବିକ…

ମସ୍କୋ: ପ୍ରାୟ ୮ ମାସ ଟପିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ନୂଆ ରୂପ ନେବାର ଆଶଙ୍କା ଦେଖାଯାଇଛି। ରୁଷ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆଶଙ୍କା ବଢିଛି। ଏଥିନେଇ ରୁଷ ରାଷ୍ଟ୍ରପତି ପୁତିନ ‘ଡାର୍ଟି ବୋମା’ ଭଳି ଏକ ନୂଆ ଚାଲ ଚଳାଇ ୟୁକ୍ରେନ ଉପରେ ଆକ୍ରମଣ…

ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ର…

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି। ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୁହାଂସ୍କ, ଖେରସନ ଏବଂ ଦୋନେସ୍କ ଆଦି ସହର ଉପରେ ଘନ ଘନ ଆକ୍ରମଣ ଜାରି…

ଆମେରିକାକୁ ପରମାଣୁ ଆକ୍ରମଣ ଭୟ, କିଣିଲା…

ୱାଶିଂଟନ: ରୁଷ୍‌-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଅନେକ ଥରେ ପରମାଣୁ ଆକ୍ରମଣ ନେଇ ଚେତାବନୀ ଦେଇଛିନ୍ତି। ଏହି ପରମାଣୁ ଯୁଦ୍ଧ ଆଶଙ୍କାରେ ଆମେରିକା ଭୟଭତୀ ହୋଇଯାଇଛି। ତେଣୁ ପରମାଣୁ ବିକିରଣରୁ ବର୍ତ୍ତିବା ଲାଗି ୱାଶିଂଟନ ଆଗୁଆ…

ପ୍ରତିଶୋଧ ପରାୟଣ ରୁଷ୍‌ ଏବେ ରକ୍ତମୁଖା;…

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୮ ମାସ ଛୁଇଁଛି। ଦୀର୍ଘ ଅବଧିର ଏହି ଯୁଦ୍ଧ ମଧ୍ୟରେ ଉଭୟ ରୁଷ ଏବଂ ୟୁକ୍ରେନର ପର୍ଯ୍ୟାପ୍ତ କ୍ଷତି ଘଟିଥିଲେ ହେଁ ଏହା ଥମିବାର ନାଁ ଧରୁନି। କାରଣ ରାଷ୍ଟ୍ରପତି ପୁତିନ ଏବଂ ଜେଲେଁସ୍କି ଏବେ ମଧ୍ୟ ନିଜ ଅହଂକାର ଏବଂ ଜିଦ୍‌ରେ ଅଟଳ ରହିଛନ୍ତି। ଯାହାକୁ ନେଇ ଯୁଦ୍ଧ…

ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ଘନ…

କିଭ୍: କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । କ୍ରିମିଆ ଆଟାକ ପରେ କିଭ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ…

ୟୁକ୍ରେନର ୪ ଅଞ୍ଚଳକୁ ରୁଷିଆ ନିଜ ସୀମାରେ…

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ,…