ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odisha police

ଜିଲ୍ଲା ପୁଲିସର ନିଯୁକ୍ତି ଓ ବଦଳି:…

ଖୋର୍ଦ୍ଧା: ନୂଆବର୍ଷରେ ନବକଳେବର ହୋଇଛି ଜିଲ୍ଲା ପୁଲିସ । ବୁଧବାର ଏସପି ସିଦ୍ଧାର୍ଥ କଟ୍ଟାରିଆ ରିଜର୍ଭରେ ଥିବା ୮ଏସଆଇ ଓ ଜଣେ ଏଏସଆଇଙ୍କୁ ମୁଖ୍ୟାଳୟ ଏବଂ ବିଭିନ୍ନ ଥାନାରେ ନିଯୁକ୍ତ କରିଥିବାବେଳେ ବିଭିନ୍ନ ଥାନା/ଫାଣ୍ଡିରେ ଥିବା ୪ଏସଆଇଙ୍କୁ ବଦଳି କରିଛନ୍ତି । ତେବେ ବିଭିନ୍ନ ଥାନାରେ ଖାଲି ପଦବୀ…

ଓଡିଶା ପୁଲିସରେ ଚାକିରି ପାଇଁ ବଡ଼ ସୁଯୋଗ,…

ଭୁବନେଶ୍ବର : ଓଡିଶା ପୁଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ…

ଓଡ଼ିଶା ପୁଲିସର ୬୩ତମ ସହିଦ ସ୍ମୃତି ଦିବସ…

କଟକ: ସର୍ବ ଭାରତୀୟ ସ୍ତରରେ ଆଜି ପାଳିତ ହେଉଛି ପୁଲିସ ସହିଦ ସ୍ମୃତି ଦିବସ ।  ଏହି ଅବସରରେ କଟକ ସ୍ଥିତ ପୁଲିସ ମୁଖାଳୟରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ । ଏହି ଉତ୍ସବ ଅବସରରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇ ଥିବା ପୁଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଚଳିତ ବର୍ଷ…

ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଦେଶର…

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (ବିପିଏସପିଏ) ଦେଶର ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ ଭାବରେ ଜାତୀୟ ମାନ୍ୟତା ପାଇଛି । ବିପିଏସପିଏର ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ ଅରୁଣ କୁମାର ଷଢଙ୍ଗୀ ଏହି ଟ୍ରଫି ଗ୍ରହଣ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ ଆଣ୍ଡ…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା: ଶୀଘ୍ର…

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ…

ବୈଷୟିକ ତ୍ରୁଟି ଲାଗି ପୁଣି ଘୁଞ୍ଚିଲା…

ଭୁବନେଶ୍ବର: ବୈଷୟିକ ତ୍ରୁଟି ଲାଗି ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ପୁଲିସ ସବ ଇନ୍ସପେକ୍ଟର ( SI) ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେ ଟ୍ବିଟ କରି କହିଛନ୍ତି ଯେ, ଏହା…

ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଶା…

ନୂଆଦିଲ୍ଲୀ: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ଜଣ ପୁଲିସ କର୍ମଚାରୀଙ୍କୁ ଏହି ପଦକ ଦିଆଯିବ। ଏଥିରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯିବ।  ଓଡ଼ିଶାର ଜଣେ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟର ଥିବା ଜଣାଯାଇଛି।…

ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ…

ଭୁବନେଶ୍ୱର: ଅପରାଧିଙ୍କୁ ସାବାଡ଼ କରିବ 'ଜେଲ ପରେଡ୍‌’। ଜେଲରୁ ଫେରି ଘଟାଇ ପାରିବେନି ଅପରାଧ । ରବିବାର ସକାଳୁ ଜେଲ ଭିତରେ ଧାଡି ପହରା । କନଷ୍ଟେବଳ ନୁହେଁ, ଉପସ୍ଥିତ ରହିବେ ଥାନାଧିକାରୀ । ପୁଲିସ ମାନୁଆଲ ଅନୁସାରେ ଯେଉଁ ଜେଲରେ ଅଭିଯୁକ୍ତଙ୍କ ଉପରେ ନଜର ରଖିବେ ଥାନା କର୍ତ୍ତୁପକ୍ଷ । ଜେଲରେ…

ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ଵ…

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପ୍ରତୀକ ସିଂ । କିନ୍ତୁ…

ବଦଳିଲେ କଟକ ଓ ଭୁବନେଶ୍ୱରର ଡିସିପି,…

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଛି। ଅରୁଣ ବୋଥ୍ରାଙ୍କୁ…