ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

odisha police

ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ…

ଭୁବନେଶ୍ବର: ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ(OPD) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍‌ସାଇଟ୍ https://odishapolice.gov.in/କୁ ଯାଇ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।ଏହି…

ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା…

ଭୁବନେଶ୍ୱର: ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବିପଦଜନକ…

ଏଣିକି ସପ୍ତାହକୁ ଦୁଇଦିନ ରାତି…

ଭୁବନେଶ୍ୱର: ଏଣିକି ଥାନା ଅଧିକାରୀମାନେ ଆଉ ଥାନାରେ କେବଳ ବସି ରହିପାରିବେ ନାହିଁ। ଅନ୍ୟ କର୍ମଚାରୀ ଭଳି ନାଇଟ୍‌ ବିଟ୍‌ ପାଟ୍ରୋଲିଂ କରିବେ। ସେମାନେ ଗଳିକନ୍ଦିରେ ଭ୍ୟାନ୍‌ ଧରି ରାତି ସାରା ବୁଲିବେ। ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସବୁ ଥାନା ଅଧିକାରୀ ପାଟ୍ରୋଲିଂ…

ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବେ…

ବାରିପଦା: ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏ ନେଇ…

ଯୌନ ପିପାଶୁଙ୍କ ଜିନା ହାରାମ କରିବ…

ଭୁବନେଶ୍ବର: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ। ପୁଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଆରମ୍ଭ ହୋଇଛି…

ସହର ଅପେକ୍ଷା ଉପକଣ୍ଠରେ ବଢୁଛି ଲାଞ୍ଚ…

ଭୁବନେଶ୍ୱର: ଭିଜିଲାନ୍ସ ପ୍ରତିଦିନ ଚଢ଼ଉ କରି ଲାଞ୍ଚଖୋର ଅଫିସରଙ୍କୁ ଗିରଫ କରୁଛି। ବିଶେଷ କରି ରାଜଧାନୀରେ ଅନ୍ୟ ସରକାରୀ କର୍ମଚାରୀ ଅପେକ୍ଷା ପୁଲିସ କର୍ମଚାରୀଙ୍କ ଗୁରୁତ୍ୱ ଅଧିକ ରହିଛି। ସେମାନେ ସିଧସଳଖ ଲୋକଙ୍କ ସହ ଭେଟି ନ୍ୟାୟ ଦେଉଛନ୍ତି। କିନ୍ତୁ କିଛି ଲାଞ୍ଚଖୋର ପୁଲିସ କର୍ମଚାରୀଙ୍କ ପାଇଁ ବଦନାମ…

ପୁଲିସ ପାଇଁ କଣ୍ଟା ସାଜିଛି କାଉଣ୍ଟର…

ଭୁବନେଶ୍ୱର : କମିସନରେଟ୍‌‌ ପୁଲିସ ପାଇଁ ଅଡୁଆ ହେଉଛି କାଉଣ୍ଟର ମାମଲା। ନିଜକୁ ଆଇନ୍‌‌ ଫାଶରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ଜାଣିଶୁଣି କାଉଣ୍ଟର ମାମଲା ଥାନାରେ କରୁଛନ୍ତି। ଯେଉଁଥି ପାଇଁ ଦୁଇଟି ମାମଲା ହେବା ଦ୍ୱାରା ଅଭିଯୁକ୍ତ ଖସିଯିବାର ଅଧିକ ସମ୍ଭାବନା ରହିଛି। ତେଣୁ ପୁଲିସ ଦୁଇଟି ମାମଲା ମଧ୍ୟରେ…

ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ…

ଭୁବନେଶ୍ୱର: ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ ବସ୍ତାକୁ ନଷ୍ଟ କରିବାରେ ଓଡ଼ିଶା ପୁଲିସ ଆଗରେ ରହିଛି। ପୁଲିସ ୫୨୭ମାମଲାରେ ୯୫୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବା ବେଳେ ୪୧ଟି ମାମଲାରେ ୩୦କେଜି ୬୦୦ଗ୍ରାମର ବ୍ରାଉନସୁଗର ନଷ୍ଟ କରିଛି। ସେହିପରି ଏସ୍‌‌ଟିଏଫ ମଧ୍ୟ ଜବତ ନିଶାଦ୍ରବ୍ୟ ନଷ୍ଟ କରିବା…

ପୁଲିସ ବାବୁଙ୍କୁ ଫିଟ ରହିବାକୁ…

ଭୁବନେଶ୍ୱର: ପୁଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୁଲିସ। । ନିର୍ଦେଶ ଅନୁସାରେ ପ୍ରତ୍ୟେକ ଆଇନ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରେ APR, DPO, CP ମୁଖ୍ୟାଳୟ, ଟିମ୍ ୬୦, OSAP ମୋବାଇଲାଇଜଡ୍…

ରାଜ୍ୟସ୍ତରୀୟ ପୁଲିସ ମେଡାଲ ପ୍ରଦାନ…

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୁଲିସ ମେଡାଲ ପ୍ରଦାନ ଉତ୍ସବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।ପୁଲିସ…