ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mayurbanj

ଜିଏସ୍‌ଟି ଠକେଇ ମାମଲାରେ ୭ଟି ସ୍ଥାନରେ…

ବାରିପଦା: ଜିଏସ୍‌ଟି ଠକେଇ ମାମଲାରେ ବାରିପଦା ସହରର ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଯାଞ୍ଚ ଚାଲିଛି। ଦୁଇ ବ୍ୟବସାୟ ପ୍ରତିଷ୍ଠାନ ୪ଟି ଫାର୍ମ ନାମରେ ବ୍ୟବସାୟ ଚଳାଉଥିବା ଜଣା ପଡିଛି । ସେମାନଙ୍କ ଦୋକାନ ଓ ଗୋଦାମ ଗୃହକୁ ମିଶାଇ ୭ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି । ବାରିପଦା ସହରର…

ଇ-ବାଇକ ସୋରୁମରେ ସିଟି ଜିଏସଟି ଚଢ଼ାଉ

ବାରିପଦା: ବୁଧବାର ସନ୍ଧ୍ୟାରେ ସିଟି ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ, ବାରିପଦା ପକ୍ଷରୁ ସ୍ଥାନୀୟ ପାଲବଣି ନିକଟ ଏକ ଇ-ବାଇକ ସୋ'ରୁମରେ ଚଢାଉ ହୋଇଛି । ସୋ'ରୁମ ସମ୍ମୁଖରେ ଏକ ଟ୍ରକରୁ ଇ-ବାଇକ ଓହ୍ଲାଇବା ସମୟରେ ଏନଫୋର୍ସମେଣ୍ଟ ୟୁନିଟ ପେଟ୍ରୋଲିଂ ଟିମ ଠାରୁ ସୂଚନା ପାଇ ଡେପୁଟି କମିଶନର କୁଳମଣି…

ବାରିପଦା ବନଖଣ୍ଡ ସୁରକ୍ଷା ପାଇଁ ଠିକା…

ବାରିପଦା: ସମ୍ପ୍ରତି ବନବିଭାଗର ଅଣଗେଜେଟେଡ କର୍ମଚାରୀ ଓ ବନସୁରକ୍ଷା କର୍ମଚାରୀ ଆନ୍ଦୋଳନ ଚଳାଇ ଥିବାରୁ ବନବିଭାଗ ଜଙ୍ଗଲ ସୁରକ୍ଷା ପାଇଁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଜଣାପଡିଛି । ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ତାଙ୍କ ଅଧୀନରେ ଥିବା ସମସ୍ତ ରେଞ୍ଜର ମାନଙ୍କୁ ଦେଇଥିବା ଆଦେଶରୁ…

ଶୋଇଥିବା ବେଳେ ହାତୀ ମାଡିଦେବାରୁ…

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ପଥରଚାଟିଆ ଗାଁରେ ଶୁକ୍ରବାର ସକାଳେ ଶୋଇଥିବା ବେଳେ ବୃଦ୍ଧାଙ୍କ ମୁଣ୍ଡ ଉପରେ ହାତୀ ମାଡ଼ିଦେବାରୁ ସମ୍ପୃକ୍ତା ବୃଦ୍ଧାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି । ମୃତା ବୃଦ୍ଧା ଜଣକ ହେଉଛନ୍ତି ସେହି ଗ୍ରାମର ସ୍ବର୍ଗତ ମନ୍ତ୍ରୀ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର…

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ।…

୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ…

ବାରିପଦା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବା ନେଇ ବ୍ୟକ୍ତିଗତ ସଚିବାଳୟରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ସେ ମେ' ୮ତାରିଖରେ ଆସିବା କାର୍ଯ୍ୟକ୍ରମ ଥିବା ବେଳେ ତାହା ପରିବର୍ତ୍ତନ ହୋଇଛି । ମଇ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର,…

ବିଶ୍ୱର ଶ୍ରେଷ୍ଠ ସ୍ଥାନ ତାଲିକାରେ…

ବାରିପଦା: ବିଶ୍ୱର ସମ୍ମାନ ଜନକ ତଥା ପ୍ରମୁଖ ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି। ମାଗାଜିନ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ବେଲଗଡ଼ିଆ ରାଜପ୍ରସାଦ, ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ ଓ ଏହାର କଳାବାଘ, ଏସିଆନ ହାତୀ, ଐତିହାସିକ…

ଶିମିଳିପାଳରେ ତାପମାତ୍ରା ହ୍ରାସ:…

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ୪ ଦିନ ହେଲାଣି ପାରଦ ଖସିବା ସହିତ ହାଡ଼ ଭଙ୍ଗା ଶୀତ ପଡୁଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି। ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ସମୟରେ ଜନଶୂନ୍ୟ ହେଇପଡୁଛି ବଜାର। ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ…

ବାରିପଦା: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଜଣଙ୍କ ରାଇରଙ୍ଗପୁରର ନିଳାମ୍ବର ମହାନ୍ତ  ( ୫୦)  ବୋଲି ଜଣାପଡ଼ିଛି। ଖବର ପାଇ କୁଳିଅଣା ପୁଲିସ…

ଦିନ ଦ୍ବିପ୍ରହରରେ ଲୁଟ୍: ଶିକ୍ଷୟତ୍ରୀଙ୍କ…

କପ୍ତିପଦା:  ଆଜି ବୁଧବାର ସକାଳ ୧୦ କଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡ଼ିଦାର ସସ୍କୁତ ଶିକ୍ଷୟତ୍ରୀ ମିତାରାଣୀ ପରିଡା ଓ ହିଦୀ ଶିକ୍ଷୟତ୍ରୀ ସାବିତ୍ରୀ ଶତପଥୀ ଗୋଟିଏ ସ୍କୁଟି ଗାଡ଼ିରେ ସ୍କଲୁ ଆଭିମୁଖେ ଯାଉଥିବା ସମୟରେ ସ୍କୁଲ ଗେଟର ଅନତି ଦୂୃରରେ ଦୁଇ ଜଣ…