ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mayurbanj

ସଂଯୁକ୍ତରାଷ୍ଟ୍ର ଆମେରିକାର…

ବାରିପଦା: ବାରିପଦା ସଦର ବ୍ଲକ ହାତୀକୋଟ ପଞ୍ଚାୟତର ଜାମଦାପାଳ କମ୍ୟୁନିଟି ହଲ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସହିତ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଏବଂ ସଦସ୍ୟାମାନଙ୍କ ସହିତ ଆଲୋଚନା କଲେ ସଂଯୁକ୍ତରାଷ୍ଟ୍ର ଆମେରିକାର ସ୍ୱତନ୍ତ୍ର ପ୍ରତିନିଧିଦଳ। ସ୍ବେଛାସେବୀ ଅନୁଷ୍ଠାନ…

୩ଟି ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ…

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ୟୁବନାଲ ଇଷ୍ଟର୍ଣ୍ଣ ବେଞ୍ଚ(ଏନଜିଟି) କଲିକତା ପକ୍ଷରୁ ହୋଇଥିବା ୩ଟି ମାମଲାର ସଂରକ୍ଷିତ ଥିବା ରାୟ ଗୁରୁବାର ଶୁଣାଣି ପରେ ପ୍ରକାଶ ପାଇଛି । ୨ଜଣ…

ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

ବାରିପଦା: ମଙ୍ଗଳବାର ସକାଳେ ବାରିପଦାର ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁ୍ର ଅଞ୍ଚଳରେ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ବାଲେଶ୍ବର ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନରେ ଦୁର୍ଘଟଣା ଘଟି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣା…

ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର…

ରାଇରଙ୍ଗପୁର/ଯଶିପୁର: ରାଇରଙ୍ଗପୁର ଏସ୍‌ଡ଼ିଜେଏମ୍‌ ସ୍ମରଣିକା ପ୍ରଧାନ(୩୩)ଙ୍କର ଆଜି ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କର ସ୍ୱାମୀ ବିଶ୍ୱଜିତ୍‌ ଜେନାଙ୍କ ସହିତ ହ୍ୟୁଣ୍ଡାଇ କ୍ରେଟା କାର୍‌ (ଓଡ଼ି୦୨ବିଡ଼ି୫୮୭୭) ଯୋଗେ ରାଇରଙ୍ଗପୁରରୁ କରଞ୍ଜିଆ ଦେଇ…

ମୟୁରଭଞ୍ଜର ଗୋପବନ୍ଧୁ ନଗର ବ୍ଲକରେ ସାପ…

କୁଆମରା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏବଂ ଜଙ୍ଗଲ ପରିବେଷ୍ଟିତ ଓ ପାହାଡ଼ ପର୍ବତ ଘେରା ମଧ୍ୟରେ ଅବସ୍ଥିତ। ସଚେତନ ଅଭାବରୁ ଏଠାରେ ସର୍ପାଘାତରେ ପ୍ରତି ବର୍ଷ ୧୦ରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟୁଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଇଛି।…

ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୬ ମୃତ

ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ' ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର…

ବେଆଇନ ଗୋଚାଲାଣ ବେଳେ ମାଡ଼ିବସିଲା…

ବେତନଟୀ: ବେତନଟୀ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଚୋରା ଗୋରୁ ବୋଝେଇ ପିକଅପଭ୍ୟାନ ଏବଂ ବୋଲେରୋକୁ ଜବତ କରିବା ସହିତ ୪୨ଟି ଗୋରୁକୁ ଉଦ୍ଧାର କରିଛି ବେତନଟୀ ପୁଲିସ। ପୁନଶ୍ଚ ଏହି ବେଆଇନ କାରବାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି…

ମଦଭାଟିରେ ହାତୀପଲ ଆକ୍ରମଣ: ଶୋଇଥିବା…

ବାରିପଦା: ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ…

ଟ୍ରକକୁ ପଛରୁ ପିଟିଲା କାର: ଦୁର୍ଘଟଣାରେ…

ବାରିପଦା:  ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ରବିବାର ମଞ୍ଚାବନ୍ଧା ସ୍ଥିତ ଏକ ଟ୍ରକ ପଛରେ କାର ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର ଚାଳକ ମୟୁରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇ ଗାଡି ମଧ୍ଯରେ ଫସି ରହିଥିଲେ। କଟର ସହାୟତାରେ…

ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଶୁଭେଚ୍ଛା…

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ନେଇ ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିଲେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେବା ଯୋଗାଇବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ମାଆ କିଚେକେଶ୍ୱରୀ ମାଟିରେ କର୍ମୀମାନଙ୍କୁ…