ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକକୁ ପଛରୁ ପିଟିଲା କାର: ଦୁର୍ଘଟଣାରେ ଡ଼ାକ୍ତର ଗୁରୁତର

ବାରିପଦା:  ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ରବିବାର ମଞ୍ଚାବନ୍ଧା ସ୍ଥିତ ଏକ ଟ୍ରକ ପଛରେ କାର ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର ଚାଳକ ମୟୁରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇ ଗାଡି ମଧ୍ଯରେ ଫସି ରହିଥିଲେ। କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସେ ବାଲେଶ୍ବରରୁ ବାରିପଦା ଫେରୁଥିବା ବେଳେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ହୋଇଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ତାଙ୍କର ହାତ ଭାଙ୍ଗି ଥିବା କୁହାଯାଉଛି ।

Leave A Reply

Your email address will not be published.