ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Flood

ବଢୁଛି ବନ୍ୟା ବିପଦ : ଖୋଲିଲା ହୀରାକୁଦ…

ସମ୍ବଲପୁର : ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ଆଜି ସକାଳେ ଡ୍ୟାମର ୨୬ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। କିନ୍ତୁ ଉପରମୁଣ୍ଡରୁ ପ୍ରବଳ ପାଣି ଡ୍ୟାମ ଭିତରକୁ ପ୍ରବେଶ କରୁଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ…

ରାସ୍ତା ଉପରେ ୧୦ ଫୁଟ୍‌ର ପାଣି :…

ଅନୁଗୁଳ : ଉଛୁଳୁଛି ମହାନଦୀ , ଆଠମଲ୍ଲିକ , ଟିକରପଡାରେ ଜଳସ୍ତର ବିପଦ ସଂକେତ ଟପିଛି । ଅନୁଗୁଳ ଟିକରପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ। ପାଣି ଘେରରେ ରହିଛି ଆଠମଲ୍ଲିକ ବ୍ଲକର କୁଦଗାଁ ବିନକେଇ ଓ ଦେଉଳଝରି ମନ୍ଦିର । ସେହିପରି ଜାମୁଡୋଲି ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଏକ ନାଳ ଉପରେ ପାଞ୍ଚ…

ବଢୁଛି ବନ୍ୟା ସଙ୍କଟ : ଖୋଲିଲା ହୀରାକୁଦର…

ଭୁବନେଶ୍ବର/ସମ୍ବଲପୁର : ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ହୀରାକୁଦର ଆଉ ୫ଟି ଗେଟ୍‌ ଖୋଲିଛି। ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରୁ ପ୍ରବଳ ପାଣି ପ୍ରବେଶ କରୁଥିବାରୁ ହୀରାକୁଦରେ ଜଳସ୍ତର ବଢୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା…

ବଢ଼ିବ ସଂକଟ : ୧୯ରେ ଆଉ ଏକ ଲଘୁଚାପ, ୧୮ରୁ…

ଭୁବନେଶ୍ବର :  ଜାରି ରହିଥିବା ଲଘୁଚାପର ପ୍ରଭାବ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଧା ଓଡ଼ିଶା ବିର୍ତ୍ତମାନ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ପୂର୍ବରୁ ଆସିଥିବା ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ…

ଆସୁଛି ବଡ଼ ବନ୍ୟା : ରାତି ୮ଟା ସୁଦ୍ଧା…

ଭୁବନେଶ୍ବର/ସମ୍ବଲପୁର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ଜଳ ପ୍ରବେଶ ବଢୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ…

ବନ୍ୟା ପାଇଁ ସ୍କୁଲ ବନ୍ଦ, ମୂଲ୍ୟବାନ…

ଜଗତସିଂହପୁର/ ନୟାଗଡ଼: ବନ୍ୟା ପାଇଁ ବନ୍ଦ ହେଲା ସ୍କୁଲ। ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ଯନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ । ସ୍କୁଲ ବନ୍ଦ କରିବାକୁ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲର…

ଗୋଟିଏ ବି ଜୀବନ ହାନୀ ନ ହେବା ଓ ସାଧାରଣ…

ଭୁବନେଶ୍ବର: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି…

୬୨୫ ଫୁଟ ଟପିଲା ହୀରାକୁଦ ଭଣ୍ଡାରର…

କଟକ: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲାରେ ମୁଣ୍ଡଳି ଠାରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ପୂର୍ବାହ୍ନ ୯ ଟାରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜରେ…

କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ, ଘରେ…

କେନ୍ଦ୍ରାପଡ଼ା: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ଅନ୍ଯପଟେ, ଉଛୁଳୁଛି କରାଣ୍ଡିଆ ନଦୀ । କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ ହୋଇଥିବା ଜଣାପଡ଼ିଛି।ମାର୍ଶାଘାଇ…

ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ନିଆଯାଉଛି…

ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରିଦିଆଯାଇଛି। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧…