ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Flood

‘ରାଜ୍ୟରେ ବନ୍ୟା ସ୍ଥିତି ନାହିଁ,…

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ଅଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି…

ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା…

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ରହଣିଆ ଗ୍ରାମ ପଞ୍ଚାୟତ ନୋଉରଗପୁର ଗାଁ ଅରୁଣ ରାଉତଙ୍କ ଏକମାତ୍ର କଲେଜ ପଢୁଆ ପୁଅ ନିରଜ ରାଉତ (୧୮) ବୈତରଣୀ ନଦୀରେ ଆସିଥିବା ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ନିକଟ ମାଳଦା ବଜାରକୁ ମେଡିସିନ ଆଣିବାକୁ ଯାଉଥିବାବେଳେ ଗାଁ ମୁଣ୍ଡ ପୋଲ…

ତେରମାଣପୁରଠାରେ ୨୦ ଫୁଟର ଘାଇ, ଚାଲିଛି…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ…

ବନ୍ୟା ଜଳରେ ଭୁଶୁଡ଼ିଲା କୁଆରିଆ ନଦୀ…

ଖଣ୍ଡପଡା: ଆଡ଼କଟା ରାସ୍ତା କୁମ୍ଭାରପଡା କୁଆରିଆ ନଦୀ ଉପରେ ଥିବା ବ୍ରିଜଟି ଦୁର୍ବଳ ଯୋଗୁଁ ଭୁଶୁଡି ଯାଇଛି । ଦୀର୍ଘ ଦିନ ହେବ ବ୍ରିଜଟି ମରାମତି ହୋଇ ନଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ତେବେ ଅଂଚଳ ବାସି ବହୁବାର ପୂର୍ତ୍ତ ବିଭାଗକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା ।…

ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା ବନ୍ୟା…

ନୂଆଦିଲ୍ଲୀ: ଚଳିତ ମୌସୁମୀରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତି ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ରାସ୍ତାଘାଟ ପାଣି ପଶିଥିବାରୁ ଅନେକ ରୁଟ୍‌ ବନ୍ଦ ହୋଇପଡିଛି । ରାଜଧାନୀର ଭିଆଇପି ଅଂଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ବିଧାନସଭା, ସଚିବାଳୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବାସଭବନ,…

ପ୍ରତି ବନ୍ୟାରେ ବୁଡ଼ିବ ମଳ ପ୍ରକ୍ରିୟାକରଣ…

ବୌଦ୍ଧ : ବୌଦ୍ଧଗଡ଼ ଏନଏସି ଏବଂ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ସହରରେ ନିର୍ମାଣ ହୋଇଥିବା ମଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଚଳିତ ବନ୍ୟାରେ ବୁଡ଼ିଛି। ୨୦୨୧ ଏପ୍ରିଲରେ ଏହି ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇଥିଲା। ନାସନାଲ ଗ୍ରୀନ ଟ୍ରିବ୍ୟୁନାଲର ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାରଙ୍କ ଆର୍ଥିକ…

ବନ୍ୟା ବିଗାଡ଼ିଲା ପରିବା ଚାଷୀଙ୍କ ଆର୍ଥିକ…

ନୟାଗଡ଼/ଗଣିଆ: ନୟାଗଡ଼ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ଗଣିଆ ବ୍ଲକର ଶହ ଶହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶେଷକରି ପୋଟଳ ଚାଷୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ଶହ ଏକର ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶହ ଶହ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।…

୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ…

ଭୁବନେଶ୍ବର : ମୁଣ୍ଡୁଳିରେ କମୁଛି ବନ୍ୟା ଜଳ। ଆଜି ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିଲା, ସନ୍ଧ୍ୟା ୭ଟା ବେଳେ ୧୦ ଲକ୍ଷ ୪୯ ହଜାର ଥିଲା ଏବେ ଅର୍ଥାତ ୮.୩୦ରେ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହା ଆହୁରି କମିି ୯ ଲକ୍ଷ ପର୍ଯ୍ୟନ୍ତ…

ବନ୍ୟାପାଣି ଆସିଯିବାରୁ ଟାପୁରେ ୩ଦିନ ତଳୁ…

କଟକ: ମହାନଦୀ ବନ୍ୟା ପାଣିରେ ଫସି ରହିଛନ୍ତି ବାପ- ପୁଅ । ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ଉଭୟ ଫସିରହିଛନ୍ତି। ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ ବାପ ପୁଅ । ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ଖାଦ୍ୟ  ସରିଯାଇଥିବାରୁ ପରିବାର ବର୍ତ୍ତମାନ ଆଶଙ୍କାରେ…

୧୦ ଜିଲ୍ଲାରେ ଗମ୍ଭୀର ହେଉଛି ବନ୍ୟା…

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ୟ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି…