ଇପିଏଫ୍ଓର ବଡ଼ ନିଷ୍ପତ୍ତି: ବଢ଼ିଲା…
ନୂଆଦିଲ୍ଲୀ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍ସନ୍ ଆବେଦନର ସମୟସୀମା। ଏହି ଅନୁଯାୟୀ, ଇପିଏଫ୍ଓ ସଦସ୍ୟମାନେ ଅଧିକ ପେନ୍ସନ୍ ବିକଳ୍ପ ଚୟନ କରିବା ପାଇଁ ନିଯୁକ୍ତିଦାତା କିମ୍ବା କମ୍ପାନୀ ସହିତ ମିଳିତ ଭାବରେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ଆବେଦନ…