ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

epfo

ଇପିଏଫ୍ ଆକାଉଣ୍ଟ ଧାରି କର୍ମଚାରୀଙ୍କ…

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ର ବଦଳାଇବା ସମୟରେ କର୍ମଚାରୀମାନେ ସେମାନଙ୍କର ସମସ୍ତ ଡାଟା ବେସ୍‌କୁ ଅପ୍‌ଡେଟ୍‌ କରାଇଥାନ୍ତି। ଅଧିକାଂଶ ସମୟରେ କର୍ମଚାରୀମାନେ ସେମାନଙ୍କର ଚାକିରି ବଦଳାଇବା ସମୟରେ ସେମାନଙ୍କର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଖାତା ନୂତନ ଆକାଉଣ୍ଟରେ ସ୍ଥାନାନ୍ତର ବା ମିଶ୍ରଣ…

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ…

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଅର୍ଥର ବିକଳ୍ପ ବିନିଯୋଗ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଇପିଏଫଓ ପାଣ୍ଠିରୁ ସଂଗୃହୀତ ଅର୍ଥକୁ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଫଣ୍ଡ କିମ୍ବା ଅନ୍ୟାନ୍ୟ ବଣ୍ଡରେ ବିନିଯୋଗ କରିବାକୁ…

ଇପିଏଫ୍ଓ ୟୁଏଏନ୍-ଆଧାର ସଂଯୋଗ ସମୟସୀମା…

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ) ୟୁଏଏନ୍ ନମ୍ବର ସହିତ ଆଧାର ସଂଯୋଗ କରିବାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଏହାର ଶେଷ ତାରିଖ ୩୧ ଅଗଷ୍ଟ ରହିଥିଲା। ଯଦି ଆପଣ ଡିସେମ୍ବର ୩୧ ସୁଦ୍ଧା ଇପିଏଫଓ ଏବଂ ଆଧାର ନମ୍ବରକୁ ସଂଯୋଗ କରନ୍ତି…

ପିଏଫ୍ ବାର୍ଷିକ ୨.୫ ଲକ୍ଷରୁ ଅଧିକ…

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍‌)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ…

ଚଳିତ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ…

ନୂଆଦିଲ୍ଲୀ: ଇପିଏଫଧାରୀ ଗ୍ରାହକଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଆଜି ଶ୍ରୀନଗରରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ହୋଇଥିଲା। ଏହି ବୈଠକରେ…