ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

DEATH

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୫…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବରାଡ଼ି ନିକଟରେ ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ…

ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ…

ବାରିପଦା: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଅଭିଯୋଗ ହୋଇଛି । ରକ୍ତ ସମ୍ପର୍କକୁ ଭୁଲିଯାଇ ମହିଳାଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଜିଲ୍ଲାର ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ…

ଓୟୋ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର:…

ବ୍ରହ୍ମପୁର: ବ୍ରହ୍ମପୁର ଗୋଲାନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ସ୍ଥିତ OYO ହୋଟେଲ( ନିର୍ମଳା ପ୍ଲାଜା)ର ଏକ ରୁମ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ…

ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି…

ନୂଆଦିଲ୍ଲୀ: ସମ୍ପ୍ରତି ଦେଶ ଦ୍ରୁତ ଗତିରେ ବିକାଶ କରୁଛି। ଖୁବ୍ ଶୀଘ୍ର ଅର୍ଥନୀତି ୫ ଟ୍ରିଲିୟନ୍ ଡଲାର ଛୁଇଁବ ବୋଲି ଆଶା କରାଯାଉଛି। ସେହିପରି ଦେଶର ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି ସିଗାରେଟ୍ ଅର୍ଥନୀତି। କାରଣ ସିଗାରେଟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଥାଏ।…

ଟ୍ରାକରେ ଫସିଗଲା ଗୋଡ଼, ଟ୍ରେନ ଧକ୍କାରେ…

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ । ମୃତ ସିଗନାଲ ଇଞ୍ଜିନିୟର ହେଲେ ଅନୂପ ରାୟ । ବାପାଙ୍କ ମୃତ୍ୟୁପରେ ରେଳ ବିଭାଗରେ କରିଥିଲେ ଚାକିରି । ଗୁରବାର ରାତି କାମ ସାରି ଘରେ ଥିବା ବେଳେ ରେଳ ଗାଡ଼ିରେ କିଛି ଟେକ୍ନିକାଲ ସମସ୍ୟା ହୋଇଥିବା ନେଇ ଫୋନ ଆସିଥିଲା । ଅନୂପ କାମ ସାରି…

ବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତି ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ମାନିଗୁଡ଼ା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଖାରିଆରୋଡ୍‌ ଅଏଁଲାଯୁବା ଗାଁର ଜୟରାମ ମାଝୀ (୫୬ବ) ଓ ତାଙ୍କର ସ୍ତ୍ରୀ ଘୁନମତୀ ମାଝୀ (୫୦) । ସୂଚନା ଅନୁଯାୟୀ,  ଜୟରାମ ମାଝୀ  ଓ…

ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଅଘଟଣ,…

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଠାରେ ଦୁଃଖଦ ଘଟଣା ଘଟିଛି। କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ। ଖବର ଅନୁଯାୟୀ, ଆଜି ସକାଳେ ନମିତା ନିଜ ଘରର ମାଟି କାନ୍ଥ ଭାଙ୍ଗିବା ପାଇଁ ଗାଁର ଲଳିତଙ୍କୁ ଡାକିଥିଲେ। ଲଳିତ…

ବଡଭଉଣୀ ସହିତ କଳି ଲାଗି ସାନଭଉଣୀର…

କରଞ୍ଜିଆ:  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମରେ ଏକ ଆଦିବାସୀ ପରିବାରରେ ଦୁଇ ଭଉଣୀ କଳି କଜିଆ କରି ଶେଷରେ ସାନଭଉଣୀ ଆତ୍ମହତ୍ୟା କରିଥିବା ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଦରି ଗ୍ରାମର ଧୁମଲ ପୂର୍ତ୍ତିଙ୍କ ପରିବାର ଘରେ ନ ଥିବାରୁ ତାଙ୍କ ଦୁଇ ଝିଅ କେବଳ ଘରେ…

ଏକ ଘରୋଇ ସ୍କୁଲ ପରିସରରୁ ଛାତ୍ରଙ୍କ…

ଖୋର୍ଦ୍ଧା: ଏକ ଘରୋଇ ସ୍କୁଲ ପରିସରରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ପବ୍ଲିକ ସ୍କୁଲ ପରିସରରେ। ସେଇ ସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରର…

ଔଷଧ ଦୋକାନୀଙ୍କ ଲାଇଭ୍ ସୁଇସାଇଡ୍‌

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଔଷଧ ଦୋକାନୀ ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ମୃତ୍ୟୁ ବେଳର ଲାଇଭ କରି  ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାଁ  ସୁଜିତି ସିହ୍ନା (୪୫ ) ତାଙ୍କ …