ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ…
ଭୁବନେଶ୍ବର: ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ନଦୀପଠାରୁ ଜବତ ହେଲା ମୃତଦେହ । ପ୍ରଥମେ ଦୁର୍ଘଟଣା ଓ ପରେ ହତ୍ୟା ସନ୍ଦେହ। ମୃତଦେହକୁ ଫିଙ୍ଗିଦେଇ ପ୍ରେମିକ ଚମ୍ପଟ ମାରିଥିବା ସନ୍ଦେହ। ମୃତ ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଭାଗ୍ୟ ଡାକୁଆ ।ଖବର ଅନୁଯାୟୀ,…