ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

DEATH

ଔଷଧ ଦୋକାନୀଙ୍କ ଲାଇଭ୍ ସୁଇସାଇଡ୍‌

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଔଷଧ ଦୋକାନୀ ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ମୃତ୍ୟୁ ବେଳର ଲାଇଭ କରି  ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାଁ  ସୁଜିତି ସିହ୍ନା (୪୫ ) ତାଙ୍କ …

ଭଷାଣିରେ ଡିଜେ ବଜାଇ ନାଚୁଥିବାବେଳେ…

ବଡମ୍ବା/କଟକ: କଟକଜିଲ୍ଲା ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ଅଭିମାନପୁର ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି। ଡିଜେ ବଜାଇ ନାଚୁଥିବା ବେଳେ ଜଣେ ଯୁବକଙ୍କୁ ଚାପିଦେଲା ଟ୍ରକ। ଘଟଣା ସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଅଭିମାନପୁର ଗାଁର କାର୍ତିକ ଦେହୁରୀଙ୍କର ପୁଅ ୩୫ ବର୍ଷୀୟ…

ଜେଲ୍‌ ଫେରନ୍ତା ଅଭିଯୁକ୍ତକୁ ଗୁଳି କରି…

କାମାକ୍ଷାନଗର: କାମାକ୍ଷାନଗରର ବହୁ ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟାକାଣ୍ଡ ଘଟିଛି । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତଦେହ ସହ…

ଯୁବକଙ୍କୁ ମାରି ରାସ୍ତା କଡ଼ରେ…

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି କାର୍‌ରେ ଆଣି ଯୁବକଙ୍କ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗୋଟିଏ ପରିବାରର ମା’ ଓ ଦୁଇ…

ଆସିକା: ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ ଶ୍ରୀରାମ ନଗରରେ ଦେଖିବାକୁ ମିଳିଛି। ଘର ଭିତରୁ ମା'  ଓ ୨ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଖାଇ ପିଇ ସୋଇଥିଲେ ମା' ଓ ଦୁଇ ପୁଅ । ଆଜି ସକାଳେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମା'ଙ୍କ…

ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ:…

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘିଟିଛି। ଏହି ଗୋଷ୍ଠୀ ସଂଘର୍ଷ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ମୃତକ ଦୁଇଜଣ ହେଲେ ମିଥୁନ ଭୂୟାଁ ଓ ଦିପୁ ସ୍ବାଇଁ । ଉଭୟ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକ ଦୁଇଜଣ…

ଗତକାଲି ବଜ୍ରପାତରେ ମୃତ୍ୟୁ ବରଣ କରିଥିବା…

ଭୁବନେଶ୍ୱର: ଗତକାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ୮ ଗାଈଗୋରୁ ମୃତାହତ ହୋଇଥିବା ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ଜିଲ୍ଲାରେ…

ସାନଭାଇକୁ ଖଣ୍ଡାରେ ହାଣି ହତ୍ୟା କଲା…

ଆସିକା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆନ୍ତର୍ଗତ ଅଢେଇବର ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବଡ଼ଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ ଘଟିଛି। ବିଚ୍ ରାସ୍ତାରେ ସାନଭାଇକୁ ଖଣ୍ଡାରେ ହାଣି ବଡଭାଇ ହତ୍ୟା କରିଛି। ମୃତକ ସାନଭାଇଙ୍କ ନାଁ କାଳୁ ନାହାକ ବୋଲି ଜଣାପଡ଼ିଛି।…

ଘରୋଇ କଳିରୁ ଅଘଟଣ: ସାନଭାଇକୁ ହତ୍ୟା କଲା…

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଢିପାସାହି (ଚାଉଳ ଘେରି)ରେ ବଡଭାଇ ଓ ତାର ଦୁଇ ସହଯୋଗୀ ସହ ମିଶି ନିଜ ସାନଭାଇକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଭିଆଇଛି । ମୃତକ ସାନଭାଇଙ୍କ ନାଁ ଅଜିତ କୁମାର ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମୃତକ ଅଜିତ କୁମାର ନାଏକଙ୍କ ସ୍ତ୍ରୀଙ୍କ…

ଗଳାକାଟି ମହିଳାଙ୍କୁ ହତ୍ୟା ଘଟଣା, ବୋହୂ…

ଭୁବନେଶ୍ବର: ଖଣ୍ଡଗିରି ବାରି ରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ  ବୋହୁ ବୈଶାଖୀ ପଲେଇକୁ ଗିରଫ କରିଛି ଭରତପୁର ପୁଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିଛି।  ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୁଲିସ ।  ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା…