ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

balangir

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର,…

ବଲାଙ୍ଗୀର: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜୁଆଖେଳକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପଲ ଗାଁରେ ଘଟିଛି ଏପରି ଅଘଟଣ । ମୃତବ୍ୟକ୍ତି ଜଣକ ହେଲେ କାଲୁ ଦୀପ।ସୂଚନା ଅନୁସାରେ, ଗତ ଶୁକ୍ରବାର…

ନ୍ୟାସନାଲ ଜିଓଗ୍ରାଫିରେ ଶନିବାର…

ଭୁବନେଶ୍ୱର: ବିଶ୍ୱ ଦେଖିବ ଲୋୟର ସୁକତେଲ କାହାଣୀ । ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛି ଲୋୟର ସୁକତେଲ ପ୍ରକଳ୍ପ। ନ୍ୟାସନାଲ୍ ଜିଓଗ୍ରାଫିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଶନିବାର ସନ୍ଧ୍ୟା ୭ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଲୋୟର ସୁକତେଲ କାହାଣୀ। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ…

୫ଦିନ ପରେ ସରିଲା ଗଣତି, ପ୍ରାୟ ୩ଶହ କୋଟି…

ବଲାଙ୍ଗୀର: ଏସବିଆଇ ମୁଖ୍ୟ ଶାଖାରେ ସରିଛି ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି।ଖବର ଅନୁଯାୟୀ, ଟଙ୍କା ଭର୍ତ୍ତି ୧୭୬ଟି ବ୍ୟାଗର ଚାଲିଥିଲା…

ବଲାଙ୍ଗୀର ଆଇଟି ରେଡ: ସରୁନି ଚଢ଼ଉ କି…

ବଲାଙ୍ଗୀର: ଯେତେ ଗଣିଲେ ବି ସରୁନି ଟଙ୍କା ଗଣତି । ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାକୁ ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଯିବା ସହ ମେସିନ ମଧ୍ୟ ଖରାପ ହୋଇଗଲାଣି । ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ…

ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି…

ବଲାଙ୍ଗୀର: ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ…

ପ୍ରକୃତି ପ୍ରେମରେ ପଡ଼ି ପ୍ରାକୃତିକ…

ବଲାଙ୍ଗିର(ଅଭିଳାଷ ହୋତା): ଆମେ ଯେତେବେଳେ ଅଜାଣତରେ ପ୍ରକୃତିକୁ ନଷ୍ଟକରି ଚାଲିଛେ, ସେତେବେଳେ ଦୁନିଆରେ ଅନେକ ଅଛନ୍ତି ଯେଉଁମାନେ ପ୍ରକୃତି ପ୍ରେମରେ ପଡ଼ି ଗଛଲତା, ପାହାଡ଼ ଆଦି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେହିପରି ଜଣେ ନିସ୍ୱାର୍ଥପର ସବୁଜ ଯୋଦ୍ଧା…

ଆରମ୍ଭ ହେଲାଣି କପା ଉତ୍ପାଦନ; ସକ୍ରିୟ…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି କପା ଉତ୍ପାଦନ । ଧାନ ଫସଲର ସମସାମୟିକ ଫସଲ ଭାବରେ କପା ମଧ୍ୟ ଉତ୍ପାଦନ କରାଯାଇଥାଏ । ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାବେଳେ ଚାଷୀ କପା ତୋଳିବା ମଧ୍ୟ ଆରମ୍ଭ କରିଛି । ତେବେ ଚିରାଚରିତ ପ୍ରଥା ଅନୁସାରେ ବଲାଙ୍ଗିରର ଧଳାସୁନା ଉପରେ ଆନ୍ଧ୍ରର ଲୋଭୀ…

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ପୁଳା…

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ଠାବ ହେଲାଣି ପୁଳା ପୁଳା ସମ୍ପତ୍ତି । ଚଢ଼ଉ ବେଳେ ଭିଜିଲାନ୍ସ ବିଭାଗ ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା…

ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ…

ବଲାଙ୍ଗୀର: ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ପୁରୀ ଜିଲ୍ଲାରେ ଥିବା ତାଙ୍କର…

ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଲା…

ବଲାଙ୍ଗିର: ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଲା ବଲାଙ୍ଗିରର ଗାଈଖାଇ ଡ୍ୟାମ । ରାଜ୍ୟ ସରକାରଙ୍କ ଜଙ୍ଗଳ ପରିବେଶ ବିଭାଗ ତରଫରୁ ଗାଈଖାଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ସହ ବୋଟିଂ ପାର୍କ, ଗେଷ୍ଟ ହାଉସ ନିର୍ମାଣ କରାଯାଇଛି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଙ୍ଗଳ ବିଭାଗ ତରଫରୁ ଅନେକ ପଦକ୍ଷେପ ଗ୍ରହଣ…