ବଲାଙ୍ଗିର ଜିଲା ଦେଢ଼ଲ ଜଙ୍ଗଲରୁ…
ବଲାଙ୍ଗିର: ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତକ ମହିଳା ଜଣଙ୍କ ହେଲେ ରତିନି ରଣା । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଘୁନସର ପଞ୍ଚାୟତ ଦେଢ଼ଲ ଜଙ୍ଗଲରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ଘଟଣାସ୍ଥଳରେ ସଇଁତଲା ପୋଲିସ ସହ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା…