ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ପାଇଁ ସମ୍ବଲପୁରରେ ଲାଗିଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଲାଗିଲା ୧୪୪ ଧାରା । ଆସନ୍ତାକାଲି ନିର୍ବାଚନକୁ ଦୃଷ୍ଟିରେ ରଖି  ୧୪୪ ଧାରା ଲାଗାଯାଇଛି। ୨୬ ତାରିଖ ପଯ୍ୟନ୍ତ ଜାରି ରହିବ । ଏ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.