ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

sambalpur

ବିଜେପି ଛାଡ଼ିଲେ ସମ୍ବଲପୁର ସାଂସଦଙ୍କ…

ଭୁବନେଶ୍ବର: ବିଜେପି ଛାଡ଼ିଲେ ଅରୁନ୍ଧତୀ ଦେବୀ । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ବିଜେପିର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଅନେକଦିନ ଧରି ତାଙ୍କ ସାଂସଦ ସ୍ବାମୀଙ୍କୁ ବିଜେପିରେ ଏକଘରିକିଆ କରାଯାଇଥିବାରୁ…

ଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ…

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ସମୀକ୍ଷା ବୈଠକରେ…

ଜୁଚୁନି, ରାଜମା ଓ ରଙ୍ଗିନ ପନିପରିବା ଚାଷ…

ସମ୍ୱଲପୁର(ଶୁଭାଶିଷ ପାଢ଼ୀ): ଶଙ୍ଖଜିନୀଙ୍କ କହିବା ଅନୁସାରେ ସେ ସ୍ୱାବଲମ୍ବୀ ହେବାକୁ ମନ କରିଥିଲେ। ଘରେ ଏକ ଗ୍ରୋସରୀ ଦୋକାନ କରିଥିଲେ। ଜେରକ୍ସ ମେସିନ ସହ ଖଲିଦନା ତିଆରି ମେସିନ ମଧ୍ୟ ବସାଇଥିଲେ। ସେଥିରୁ କିଛି ଅର୍ଥ ରୋଜଗାର ଆରମ୍ଭ ହେଲା। ପରେ ପରିବାର କରୁଥିବା ଚାଷ ଦେଖି ସେ ମଧ୍ୟ ମନ ବଳାଇଥିଲେ ଓ…

ସମ୍ବଲପୁର ଓ ବ୍ରହ୍ମପୁରରେ ମୋ ବସ୍ ସେବାର…

ଭୁବନେଶ୍ବର: ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଓ  ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି।…

ବାପାକୁ ପିଟିପିଟି ହତ୍ୟା କଲା ସୈତାନ ପୁଅ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁୁପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି।  ବାପକୁ ହତ୍ୟା କରିଛି  ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା।…

ପୁନରୁଦ୍ଧାର ହେବ ସ୍ବାଧୀନତା ସଂଗ୍ରାମର…

ସମ୍ବଲପୁର(ଶୁଭାଶିଷ ପାଢ଼ୀ): ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତତ୍କାଳୀନ ଚୌହାନ ରାଜା ଛତ୍ର ସାଏଙ୍କ ସମୟରେ ଭବ୍ୟ ରାଜପ୍ରସାଦରାଜାବଖର ନିର୍ମାଣ କରାଯାଇଥିଲା। ଦୋମହଲା ବିଶିଷ୍ଟ ଏହି କୋଠାରେ ୪୦ଟି କୋଠରୀ ରହିଛି। ହଜାରିବାଗ ଜେଲରୁ ମୁକୁଳିବା ପରେ ୧୮୫୭ରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରକୁ ୧୫ଶହ…

ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା, ୨…

ସମ୍ବଲପୁର: ବୁର୍ଲା ଭିସୁଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ…

ସମ୍ବଲପୁର: ସମ୍ବଳପୁରରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଧନୁପାଲୀ ଥାନା ଅନ୍ତର୍ଗତ ଗୋବିନ୍ଦପଲାରେ ଏକ ଅଳଙ୍କାର ଦୋକାନରେ ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ…

ସକାଳୁ ସକାଳୁ ସମ୍ବଲପୁରରେ ବିଭିନ୍ନ…

ସମ୍ବଲପୁର: ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତକାଲି ରାତିରେ ସମ୍ବଲପୁରରେ ପହଞ୍ଚିବା ପରେ ଆଜି ସକାଳୁ ସକାଳୁ ପ୍ରଥମେ ମା' ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ । ଏହା ପରେ ସମ୍ବଲପୁରରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ପ୍ରଥମେ ମହାନଦୀ ହାଫ୍…

ଖାଇବା ମାଗିବାରୁ ବୃଦ୍ଧା ଶାଶୂଙ୍କୁ…

ବୁର୍ଲା: ଖାଇବା ମାଗିବାରୁ ସ୍ୱାମୀକୁ କବାଟ କିଳି ଶାଶୂଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି। ଘଟଣା ପରେ କେନାଲ ପାଣିରେ ଭାସି ଯାଉଥିବା ବୃଦ୍ଧା ଶାଶୂଙ୍କୁ ଉଦ୍ଧାର କରିଛି ପୁଲିସ। ଏହା ପରେ ଅଭିଯୁକ୍ତ ବୋହୂକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୁଲିସ।ସୂଚନା…