ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ସତବିର ସିଂହ ହେଲେ ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର

କାଲିମେଳା: ମାଲକାନଗିରି ଜିଲ୍ଲାର ସତବିର ସିଂହ ରିଆର (ପପୁ ସିଂହ) ଭାରତୀୟ ସିନିୟର୍ କ୍ରିକେଟ ଦଳର ମ୍ୟାନେଜର ଭାବେ ମନୋନୀତ ହୋଇଛନ୍ତି। ଜିଲ୍ଲାରେ କ୍ରିକେଟ୍ ପ୍ରେମୀ ଓ ଜନସାଧାରଣ ମାନଙ୍କରେ ଖୁସିର ଲହରୀ ଖେଳିଯାଇଛି। ବର୍ତ୍ତମାନ ଭାରତୀୟ ଟିମ୍ ସାଉଥ ଆଫ୍ରିକା ଗସ୍ତରେ ରହିଛି। ଫଳରେ ପପୁ ସିଂହ ଗତ କାଲି କଟକରୁ ମୁମ୍ବାଇ ଏବଂ ସେଠାରୁ ଦକ୍ଷିଣଆଫ୍ରିକା ଗସ୍ତ କରିବାକୁ ଯାଉଛନ୍ତି । ସେ ଆଗରୁ ମଧ୍ୟ ଓଡ଼ିଶା ରଞ୍ଜୀ ଦଳର ମ୍ୟାନେଜର ଭାବେ ମଧ୍ୟ ଦାୟିତ୍ବ ତୁଲାଇ ଆସିଛନ୍ତି।

Leave A Reply

Your email address will not be published.