ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୫୫୦କୁ ବୃଦ୍ଧି ପାଇଛି । ଏହି ମଧ୍ୟରେ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୩ଜଣ ରହିଛନ୍ତି । ବାଲେଶ୍ୱରରୁ ୮୦ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ ୮୨ ବର୍ଷୀୟ ବ୍ୟକ୍ତି, କେନ୍ଦୁଝରରୁ ୬୪ବର୍ଷୀୟା ମହିଳା, କୋରାପୁଟରୁ ୪୫ବର୍ଷୀୟ ବ୍ୟକ୍ତି, ରାୟଗଡ଼ାରୁ ୪୫ବର୍ଷୀୟା ମହିଳା, ସୁନ୍ଦରଗଡ଼ରୁ ୭୫ବର୍ଷୀୟ ବ୍ୟକ୍ତି, ୩୮ବର୍ଷୀୟ ମହିଳା ଓ ୫୫ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.