ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି । ଭାରତରେ ଦୈନିକ ପଜିଟିଭ୍ ହାର ପାଖାପାଖି ୨୦ ପ୍ରତିଶତ ହେଲାଣି । ସଂକ୍ରମଣ ହାର ୧୬ ପ୍ରତିଶତରୁ ବଢ଼ି ଆଜି ୧୯.୫ ପ୍ରତିଶତ ହୋଇଛି । ସେହିପରି ସାପ୍ତାହିକ ପଜିଟିଭ୍ ହାର ରହିଛି ୧୭.୭୫ ପ୍ରତିଶତ । ୨୪ ଘଣ୍ଟାରେ କରୋନା ଆଉ ୫୭୩ ଆକ୍ରାନ୍ତଙ୍କ ଜୀବନ ନେଇଛି । ସେହିପରି ଏହି ସମୟରେ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬ହଜାର ୩୫୭ ସଂକ୍ରମିତ । ଏବେ ଦେଶରେ ମୋଟ୍ ୨୨ଲକ୍ଷ ୨ହଜାର ୪୭୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ସଂକ୍ରମିତଙ୍କର ୫.୪୬ ପ୍ରତିଶତ ।

Leave A Reply

Your email address will not be published.