ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୭-୬-୨୦୨୧)

ମେଷ: ଦିନଟି କାର୍ଯ୍ୟ ବହୁଳତା କାରଣରୁ ବ୍ୟସ୍ତ ରହିବେ। ଚାକିରିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବ। ବାଣିଜ୍ୟରେ ସାମାନ୍ୟ ଫଳ ମିଳିବ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ: କଠିନ ପରିଶ୍ରମ କରି ସଫଳ ହେବେ । ରାଜନୀତିରେ ଜନସେବାରେ ବ୍ୟସ୍ତ ରହିବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ମିଥୁନ:ଉଚ୍ଚ ଆଶା ସଫଳ ହେବ | ପ୍ରଶାସନିକ ଦାୟିତ୍ବବୋଧ ରହିବ | ଚାକିରିରେ ସ୍ବାଧୀନତା ରହିବ | ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କର୍କଟ:କୌଣସି ବଡଧରଣର କାର୍ଯ୍ୟକୁ ତୁଲାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ରାଜନୀତିରେ ସକ୍ରିୟ ରହିବେ | ବାଣିଜ୍ୟରେ ଭଲ ହେବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ :ଅନ୍ୟ ପାଇଁ ସମସ୍ୟାରେ ପଡିବେ । ଚାକିରିରେ ସମସ୍ୟା ରହିବ | ରାଜନୀତିରେ ବିରୋଧାଭାସ ରହିବ। ବାଣିଜ୍ୟରେ ବ୍ୟୟବହୁଳତା ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା:କର୍ମକ୍ଷେତ୍ର ପ୍ରତିକୂଳ ରହିବ | ଚାକିରିରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ I ମହିଳାମାନେ ଦୁଶ୍ଚିନ୍ତାରେ ରହିବେ । ବାଣିଜ୍ୟରେ କ୍ଷତି ହୋଇପାରେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ତୁଳା:ବିଭିନ୍ନ ଉପାୟରେ ଆୟ କରିବେ । ସାଂସାରିକ ସୁଖମୟ ରହିବ। ଚାକିରିରେ ପ୍ରଶଂସିତ ହେବେ l ବାଣିଜ୍ୟରେ ଶୁଭଫଳ ପାଇବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ବିଛା : କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ରକ୍ଷଣଶୀଳା ହେବେ | ବାଣିଜ୍ୟରେ ଲାଭାନ୍ବିତ ହେବେ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ:କର୍ମକ୍ଷେତ୍ରରେ ବିରୋଧାଭାସ ରହିବ | ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ଚାକିରିରେ ଆବଦ୍ଧ ଯୋଗ ମନେ ହେବ । ବାଣିଜ୍ୟରେ ମାନ୍ଦା ରହିବ | ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର :ଆତ୍ମୀୟ ସ୍ବଜନଙ୍କ ସହଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ | ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ :ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ । ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ | ବାଣିଜ୍ୟରେ ଉତ୍ତମ ଆୟ ହେବ | ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମୀନ: କାର୍ଯ୍ୟ ହାନି ଓ ବ୍ୟୟବୃଦ୍ଧି ହେବ | ସାଂସାରିକ ଅଭାବ ଓ ଅସୁବିଧା ରହିବ | ଚାକିରିରେ ଅସହଯୋଗ ରହିବ | ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍

Leave A Reply

Your email address will not be published.