Browsing Tag

Monday Horoscope

ସୋମବାର ରାଶିଫଳ ( ୦୩ – ୧୦ – ୨୦୨୨ )

ମେଷ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକସ୍ଥିତରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ। ପରିବାର ସହ ନିବିଡ଼ତା ବଢ଼ିବ। ବୃଷ: ମାନସିକ ଅବସାଦରେ ରହିବେ। କରିଥିବା ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ। ବିଗିଡ଼ି ଯାଇଥିବା ପରିସ୍ଥତିକୁ…

ସୋମବାର ରାଶିଫଳ ( ୨୬ – ୦୯ – ୨୦୨୨ )

ମେଷ: ଅତ୍ୟଧିକ ଚିନ୍ତାରେ ରହିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବାରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟରେ ଅନ୍ୟର ସାହାଯ୍ୟ ଲୋଡ଼ିବେ।ପରିବାରରେ ଖୁସିର ବାତାବରଣ ଦେଖାଯିବ। ବୃଷ: ବ୍ୟସ୍ତତା ମଧ୍ୟରେ ରହିପାରନ୍ତି। ସ୍ବାସ୍ଥ୍ୟହାନି ହୋଇପାରେ। ଅନ୍ୟର କଥାରେ ପଡ଼ି ନିବେଶ…

ସୋମବାର ରାଶିଫଳ ( ୧୯ – ୦୯ – ୨୦୨୨ )

ମେଷ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। ଅତୀତ କଥା ମନେ ପକାଇ ଚିନ୍ତାଗ୍ରସ୍ତ ରହିବେ। ଅନ୍ୟ ଉପରେ ଅଧିକ ନିର୍ଭରଶୀଳ ହୋଇ କଷ୍ଟ ପାଇପାରନ୍ତି। ବୃଷ: ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। ବିଭିନ୍ନ କ୍ଷେତ୍ରରୁ ଧନଲାଭ ଯୋଗ ରହିଛି। ସାହିତ୍ୟ ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ।…

ସୋମବାର ରାଶିଫଳ ( ୧୨ – ୦୯ – ୨୦୨୨ )

ମେଷ: ଦୃଢ଼ମନା ହୋଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ମହିଳାମାନେ ହତାଦର ହେବେ। ବ୍ୟବସାୟରେ ବିଶେଷ ଲାଭ ମିଳିବ ନାହିଁ। ମନୋରଞ୍ଜନରେ ସମୟ ବିତିବ। ବୃଷ: ପରିଶ୍ରମର ଉଚିତ ଫଳ ପାଇବେ। ଆୟର ପଥ ଉନ୍ମୁକ୍ତ ରହିଛି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଉତ୍ସାହର ସହ ଦିନଟି ଭରି…

ସୋମବାର ରାଶିଫଳ ( ୦୫ – ୦୯…

ମେଷ: ଅଯଥା କାର୍ଯ୍ୟରେ ମନୋନିବେଶ କରନ୍ତୁ ନାହିଁ। ଅଚାନକ ଧନଲାଭ ଯୋଗ ରହିଛି। କାର୍ଯ୍ୟରେ ହେଳା କରି ଅପଦସ୍ତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେଇ ପାରେ। ବୃଷ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ। ଆଧ୍ୟାତ୍ମିକ…

ସୋମବାର ରାଶିଫଳ ( ୨୯ -୦୮ – ୨୦୨୨ )

ମେଷ: ଅନୁଭବୀ ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇବେ। ପରିବାର ସଦସ୍ୟଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ପସନ୍ଦ ଅନୁଯାୟୀ କାର୍ଯ୍ୟ କରିବେ। ବୃଷ: ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। ରୋଜଗାରର ନୂତନ ପଥ ପାଇବେ। ସହକର୍ମୀଙ୍କୁ ମନକଥା କହି ସନ୍ତୋଷ…

ସୋମବାର ରାଶିଫଳ ( ୦୮ -୦୮ – ୨୦୨୨…

ମେଷ: ବହୁ ଚେଷ୍ଟା ସତ୍ତ୍ବେ ସୁଫଳ ପାଇବେ ନାହିଁ। ସାଙ୍ଗସାଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଆଳସ୍ୟ ରହିବେ। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ। କର୍ମକ୍ଷେତ୍ରରେ ଅସ୍ଥ଄ରମନା ରହିବେ। ବୃଷ: ପରିବାରର ସହଯୋଗ ପାଇବେ। ନିବିଡ଼ ସମ୍ପର୍କରୁ ପ୍ରତାରଣା ପାଇପାରନ୍ତି। କର୍ମକ୍ଷେତ୍ରରେ…

ସୋମବାର ରାଶିଫଳ ( ୦୧ – ୦୮…

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାଇଥିବା ନୂତନ ସୁଯୋଗର ସଠିକ୍‌ ଉପଯୋଗ କରିବେ। ଆର୍ଥିକ ଲାଭ ପାଇବେ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇ ପାରେ। ବୃଷ: ଦେହ ଓ ମନ ଭଲ ରହିବ। ଗୁରୁଜନଙ୍କ ସେବା କରିବାରେ ସମୟ କଟିବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଜ ଲୋକଙ୍କଠାରୁ ସହାନୁଭୂତି…

ସୋମବାର ରାଶିଫଳ ( ୨୫–୦୭–୨୦୨୨ )

ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହତ୍ତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବେ। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ସଫଳତା ଶୀର୍ଷରେ ପହଞ୍ଚିପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ କଟାଇବେ। ବୃଷ: ଆଜି କିଛି ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟରେ ଦେଖାଯାଉଥିବା ମନ୍ଥରତା…

ସୋମବାର ରାଶିଫଳ ( ୧୮–୦୭–୨୦୨୨ )

ମେଷ : କୌଣସି ଶୁଭ ସମାଚାର ପାଇ ଉତ୍ସାହିତ ହେବେ। ବରିଷ୍ଠ ସହଯୋଗୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ସମସ୍ତଙ୍କ ସହ ମିତ୍ରତାପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରିବା ଦ୍ବାରା ସଫଳତା ପାଇବେ। ବୃଷ : ଜୀବନରେ ଭିନ୍ନମୋଡ଼ ଦେଖାଦେବ। ଆବଶ୍ୟକଠାରୁ ଅଧିକ ଖର୍ଚ୍ଚ କରିବା ଦ୍ବାରା ଚିନ୍ତାରେ ପଡ଼ିବେ। ଲେଖାପଢ଼ାରେ…