ପୁଣି ମାତିଲେ ମାଓବାଦୀ, ପ୍ରଜାକୋର୍ଟରେ ଜଣଙ୍କୁ ଦେଲେ ମୃତ୍ୟୁଦଣ୍ଡ

ମାଲକାନଗିରି : ମାଲକାନିଗିରି ପୁଣି ମାତିଲେ ମାଓବାଦୀ । ପ୍ରଜାକୋର୍ଟରେ ଜଣଙ୍କୁ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଜଣଙ୍କ ନାମ ଆନନ୍ଦ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଗତ ଗୁରୁବାର ଆନନ୍ଦଙ୍କୁ ଘରୁ ଡାକି ନେଇଥିଲେ ମାଓବାଦୀ । ଶୁକ୍ରବାର ନିସ୍ତୁକ ମାଡ ମାରିବା ସହ ଶନିବାର ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଥିଲେ । ହତ୍ୟା ପରେ ମୃତଦେହକୁ ଜାଳିଦେଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରୁଛି ପୁଲିସ।
ଏଥିସହିତ ପଢ଼ନ୍ତୁ