ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଯାଜପୁର

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି…

ଦାନଗଦି : ଗତ ତା ୨୦/୦୭/୨୦୨୦ ମସିହା ରେ କଳିଙ୍ଗନଗର ଥାନା ଅଞ୍ଚଳ ଚାନ୍ଦିଆ ପଞ୍ଚାୟତ ନିମପଲ୍ଲୀ ସୁରୀସାହି ରେ ଘଟିଥିଲା ଏକ ଲୋମହର୍ଷକାରି ଘଟଣା। ଗୁଣିଗାରେଡି ସନ୍ଦେହରେ ଦମ୍ପତି ଦ୍ୱୟଙ୍କୁ ଘର ଭିତରେ ସୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ମାନେ । ଯାହାଫଳରେ ଉଭୟ ନିଆଁରେ ଜଳି ପୋଡି…

ବାଇକକୁ ପିଟିଲା ତେଲ ଟ୍ୟାଙ୍କର ଗାଡ଼ି,…

ଯାଜପୁର:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର । ଯାଜପୁର ୨୦ ନଂ ଜାତୀୟ ରାଜପଥ ବରୁହାଁ ଛକନିକଟରେ ବାଇକକୁ ପିଟିଲା ତେଲ ଟ୍ୟାଙ୍କର ଗାଡ଼ି । ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତ୍ବର ଆହତ ହୋଛନ୍ତି । ତେବେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗୁରୁତ୍ୱର…

କୋରେଇ ଫାଜଲପୁରର ମହମ୍ମଦ ନସିମୁଲ ଗନି,…

କୋରେଇ(ସୁକର୍ଣ୍ଣ ରାଉତ): ଭକ୍ତ ସାଲବେଗ ଜାତିରେ ଯବନ ହୋଇଥିଲେ ମଧ୍ୟ ତାଙ୍କ ଭକ୍ତିଭରା କଣ୍ଠରୁ ଝରି ପଡ଼ିଥିଲା ‘ଜଗବନ୍ଧୁ ହେ ଗୋସାଇଁ, ମୋ ଯିବା ଯାଏ ନନ୍ଦିଘୋଷ ଥିବ ରହି’। ଏହି ପଦିଏ ଭାବ ଭକ୍ତିଭରା ଗୀତରେ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ରହିଥିବା ଓଡ଼ିଶା ଇତିହାସରୁ ଜଣାପଡ଼େ। ଯାଜପୁର ଜିଲ୍ଲା…

ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ…

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଉକ୍ତ ଦୁଇ ଜଣ ଯୁବକ ବୁଡ଼ି ଯାଇଥିଲେ। ମୃତ୍ୟୁ ଘଟିଥିବା ଦୁଇ ଜଣ ଯୁବକ ହେଲେ ଧର୍ମଶାଳା ଅଞ୍ଚଳର ଗୋବିନ୍ଦ ରଣା ଓ ବିଜୟ…

୩୩୦ରୁ ୪୨୦କୁ ବୃଦ୍ଧି ହେଲା ଯାଜପୁର…

ଯାଜପୁର : ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଯଯାତୀ କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ ଜଣାଶୁଣା ହେବ ଏହି କଲେଜ । ମେଡିକାଲ କଲେଜର…

କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ…

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି । ଖରସ୍ରୋତା କେନାଲରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ…

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ…

ଭୁବନେଶ୍ବର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେଡିରେ ସାମିଲ ହୋଇଛନ୍ତି ଯାଜପୁର ବିଜେପି ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ…

ଟ୍ରାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ…

ଯାଜପୁର: ଟାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ଅଘଟଣ । ଗଣେଶ ମେଢ଼ ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଘଟିଛି ଏହି ଅଘଟଣ । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବରୀ ମେଡିକାଲରେ ଭର୍ତ୍ତି…

କୌଣସି ପଞ୍ଚତାରକା ହୋଟେଲରୁ ବି କମ୍‌‌…

ଯାଜପୁର : ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ମହିଳାଙ୍କୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ନେଇଛନ୍ତି ବହୁ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଏଭଳି ଅଭିନବ ଉଦ୍ୟମ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରପାରିଛି। ରାଜ୍ୟର…

ଯଯାତି କେଶରୀଙ୍କ ନାଁରେ ନାମିତ ହେବ…

ଯାଜପୁର: ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତି କେଶରୀଙ୍କ ନାମରେ ନାମିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନିକଟରେ ୫ଟି ସଚିବଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ। ପ୍ରାଚୀନ…