ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୃଷକଙ୍କ ପାଇଁ ଖୁସି ଖବର: ଖରିଫ୍ ଫସଲ ପାଇଁ ଏମ୍‌ଏସ୍‌ପି ବୃଦ୍ଧି

ଖରିଫ ଫସଲ ପାଇଁ ଆଜି କେନ୍ଦ୍ର ସରକାର ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ବୃଦ୍ଧି କରିଛନ୍ତି। କୁଇଣ୍ଟାଲ ପିଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର । ଏମଏସପି ବୃଦ୍ଧି ନେଇ ବିରୋଧୀ ବାରମ୍ବାର ଦାବି କରୁଥିଲେ । ମୁଗଡ଼ାଲି କୁଇଣ୍ଟାଲ ପିଛା ୭୨୭୫ ଟଙ୍କାକୁ ବୃଦ୍ଧି । ମକା କୁଇଣ୍ଟାଲ ପିଛା ୧୮୭୦ ଟଙ୍କା, ଗ୍ରେଡ-ଏ ଧାନ ପାଇଁ ୧୯୬୦ ଟଙ୍କା, ବାଜରା କୁଇଣ୍ଟାଲ ପିଛା ୨୨୫୦ ଟଙ୍କା, ମାଣ୍ଡିଆ୩୩୭୭, ମକା୧୮୭୦,ମୁଗ୭୨୭୫,ସୂର୍ଯ୍ୟମୁଖୀ ୬୦୧୫ଟଙ୍କାକୁ ବୃଦ୍ଧି କରାଯାଇଛି।

MSP Hike for Kharif Crops

Leave A Reply

Your email address will not be published.