ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ରାଜଧାନୀର ପୁନାମାଗେଟ ନିକଟରେ ଥିବା ମୁଡକି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ପୁନାମାଗେଟ ନିଆକତା ଅରବିନ୍ଦ ନଗରରେ ଥିବା ମୁଡକୀ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେଲ କଡେଇରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ ।

Article Bottom (Mobile Only)

ସୂଚନା ଅନୁସାରେ, ଫ୍ୟାକ୍ଟ୍ରିରେ ମୁଡକି ତିଆରି ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ତେଲ କଡେଇରୁ ନିଆଁ ଲାଗି ବ୍ୟାପି ଯାଇଥିଲା । ତେବେ ଏହି ସମୟରେ ସେଠାରେ ଥିବା ଲୋକମାନେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ । ନିଆଁ ଲାଗିବା ପରେ ଏକ ସିଲିଣ୍ଡର ଗ୍ୟାସ ବ୍ଲାଷ୍ଟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.