Browsing Tag

BHUBANESWAR

OLX ରେ ଘରଭଡ଼ା ଦେବାକୁ କହି ଠକେଇ

ଭୁବନେଶ୍ବର: ଓଏଲ୍‌ଏକ୍ସରେ ଘରଭଡ଼ାକୁ ଦେବାକୁ କହି ଜଣେ ଯୁବତୀଙ୍କଠାରୁ ଠକେଇ କରିଛି ସାଇବର ଠକେଇ ଶିକାର ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ। ତାଙ୍କ ଆକାଉଣ୍ଟରୁ ୮ହଜାର ଟଙ୍କା କଟିଯାଇଥିବା ସାଇବର ହେଲ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଦେଖ୍ ଘରଭଡ଼ା ନେବାକୁ ଇଚ୍ଛା ପ୍ରକାଶ…

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ…

ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ…

ଏମ୍‍ବିଏ ଡିଗ୍ରୀଧାରୀଙ୍କ ୧୬ ପ୍ରକାର…

ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏବେ ଜଳଖିଆ ଦୋକାନ। ବିଶେଷକରି ଠେଲାଗାଚ୍ଛିଠାରୁ ଏବେ ଫୁଡ୍‍ ଅନ୍‍ ହ୍ୱିଲ୍‍ର ଅଧିକ ଚାହିଦା ରହିଛି। ଫାଷ୍ଟଫୁଡ୍‍ ସାଙ୍ଗକୁ କେବଳ ବରା, ଆଳୁଚପ୍‍, ସିଙ୍ଗଡ଼ା ବ୍ୟତୀତ ଅନ୍ୟକିଛି ଭିନ୍ନ ଖାଦ୍ୟ ମିଳିବା କଷ୍ଟକର। କିନ୍ତୁ ଲୋକଙ୍କ…

ଆଜି ବି ବଞ୍ଚିଛି ମାନବିକତା; ୫ ଲକ୍ଷର…

ବାରଙ୍ଗ: ୫ଲକ୍ଷ ଟଙ୍କାର ଚେକ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପାଇ କୂଅମଡା ଗ୍ରାମର ଜଣେ ବ୍ୟକ୍ତି ସମ୍ପୃକ୍ତ ବ୍ୟକ୍ତିକୁ ଫେରାଇଛନ୍ତି । ପର୍ସ ହଜେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ସହିଦନଗରରେ ରହୁଥିବା ଅଭିଜିତ ନାୟକ। ବାରଙ୍ଗ ନିକଟବର୍ତ୍ତୀ କୂଅମଡା ଗ୍ରାମର ମୁକେଶ କୁମାର ରାଉତ…

ଅନ୍ତର୍ଜାତୀୟ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ,…

ଭୁବନେଶ୍ୱର: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ। ନୂଆଦିଲ୍ଲୀ ସ୍ଥିତ ଗୋଦାବରୀ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ‘ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନ୍‍’ ମଞ୍ଚରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ପ୍ରିୟାଂଶୀ ଜେନା। ଏହି ଅନ୍ତର୍ଜାତୀୟ ଟ୍ୟାଲେଣ୍ଟହଣ୍ଟ୍‍…

ସହର ବଦଳିଲା, ସବୁ ବଦଳିଗଲା: ‘ସେ…

ଭୁବନେଶ୍ବର: ଭୁବନେଶ୍ୱରରେ ଜନ୍ମ ହୋଇଛୁ, ପାଠ ପଢ଼ିଛୁ। ପୁରୁଣା ଭୁବନେଶ୍ୱରର ପାଣି ପବନ ସହିତ ଆମେ ପିଲାଦିନୁ ଜଡ଼ିତ। ସେତେବେଳର ଭୁବନେଶ୍ୱର କଥା ଚିନ୍ତା କଲେ ସ୍ୱପ୍ନ ଭଳି ଲାଗେ। ସେ ସମୟରେ ଭୁବନେଶ୍ୱରରେ କେବଳ ଜଙ୍ଗଲ ଓ ବିଲବାଡ଼ି ଥିଲା। ଏକାମ୍ରକ୍ଷେତ୍ର ସେତେବେଳେ ଏକା ହୋଇଥିଲା। ପୁରୁଣା ଭୁବନେଶ୍ୱରେ…

ମହଙ୍ଗା ପଡ଼ିଲା ଗୁଗଲ୍‍ ରେ ସର୍ଚ କରି…

ଭୁବନେଶ୍ୱର: ରାଜଧାନୀରେ ଥମୁନି ସାଇବର ଠକଙ୍କ ଉତ୍ପାତ। ସହରରେ ପୁଣି ପଦାକୁ ଆସିଛି ନୂଆଧରଣର ଠକେଇ। ଗୁଗଲ୍‍ ରେ ସର୍ଚ୍ଚ କରି ହେଲ୍ପଲାଇନ୍‍ ନମ୍ବର ଆଣିବା ଜଣେ ଯୁବକ ଲାଗି ମହଙ୍ଗା ପଡ଼ିଛି। ଉକ୍ତ ହେଲ୍ପଲାଇନ୍‍ ନମ୍ବରରେ କଷ୍ଟମର କେୟାରକୁ କଲ୍‍ କରି ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର…

ପିଇବା ପାଣି ଟୋପାଏ ପାଇଁ ଡହଳବିକଳ…

ଭୁବନେଶ୍ୱର: ପାଣି ଟୋପାଏ ପାଇଁ ଡହଳବିକଳ। ଖରାଦିନ ହେଉ ଅବା ଶୀତ। ଯେଉଁମାନଙ୍କ ଉଦ୍ଦେଶ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା, ସେମାନେ ହିଁ ଏହି ସୁବିଧାରୁ ବଞ୍ଚିତ। ଟ୍ୟାପ୍‍ ଅଛି, ଟାଙ୍କି ଅଛି, ହେଲେ ପାଣିର ସୁବିଧା ନାହିଁ। ବକେୟା ବିଦ୍ୟୁତ୍‍ ବିଲ୍‍ ପାଇଁ ବନ୍ଦ ରହିଛି ପିଇବା ପାଣିର ସୁବିଧା।…

ଭିଜିଲାନ୍ସ ଜାଲରେ ଉଠା ଜଳସେଚନ ନିଗମର…

ଭୁବନେଶ୍ୱର: ତିନି ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ। ମୃତ ବ୍ୟକ୍ତିଙ୍କ ଇପିଏଫ୍ ଫାଇଲ୍ ପ୍ରୋସେସିଂ କରାଇ ଦେବାରେ ସାହାଯ୍ୟ ପାଇଁ ଅମୃତ ୩ ହଜାର ଟଙ୍କା ଲାଞ୍ଚ…

ନନ୍ଦନକାନନରେ ଆଜିଠୁ ପୁଣି ଗଡ଼ିବ ଟୟ…

ନନ୍ଦନକାନନ: ନନ୍ଦନକାନନରେ ଅଚଳ ହୋଇ ପଡ଼ିଥିବା ଶିଶୁ ରେଳଗାଡ଼ି ପୁନର୍ବାର ଚାଲିବା ନେଇ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ତାହା ବିଫଳ ହୋଇଥିଲା । ଏବେ ପୁଣିଥରେ କଣ୍ଟ ଦେଇଛନ୍ତି କର୍ତ୍ତୃପକ୍ଷ । ଚଳିତ ମାସ ୧୬ ତାରିଖ ଅର୍ଥାତ ଆଜିଠାରୁ ନନ୍ଦନକାନନରେ ଶିଶୁ ରେଳଗାଡ଼ି ଚାଲିବା ନେଇ…