ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ହେଲେ ନୂଆ ଡିଏମଇଟି

ଭୁବନେଶ୍ୱର  : ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ-ଡିଏମଇଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହିମାସ ଜାନୁଆରୀ ୩୧ କିମ୍ବା ଡକ୍ଟର ମହାନ୍ତି ଦାୟିତ୍ଵ ସମ୍ଭାଳିବା ଦିନଠାରୁ ନିଯୁକ୍ତି କାର୍ଯ୍ୟକାରୀ ହେବ । ଡିଏମଇଟି ଭାବେ ଡକ୍ଟର ମହାନ୍ତିଙ୍କ ନିଯୁକ୍ତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବର୍ତ୍ତମାନ ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ଭାବେ ଡେପୁଟେସନରେ ଅଛନ୍ତି।

Leave A Reply

Your email address will not be published.