ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଳିଙ୍ଗ ରକ୍ଷକ ଫାଉଣ୍ଡେସନ ପକ୍ଷରୁ ବାତ୍ଯା ୟସ ପ୍ରଭାବିତ ଅଞ୍ଚଳରେ ଖାଦ୍ଯ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ବଳଭଦ୍ର ପ୍ରସାଦ ପଞ୍ଚାୟତଲୋକେ ବାତ୍ୟା ୟସରେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କଳିଙ୍ଗ ରକ୍ଷକ ଫାଉଣ୍ଡେସନ ଟ୍ରଷ୍ଟ ଭୁବନେଶ୍ୱର ସେମାନଙ୍କ ପାଖରେ ପହଞ୍ଚି ଚୁଡା, ବିସ୍କେଟ, ପାଉଁରୁଟି, ଗୁଡ଼, ସହ ରନ୍ଧାଖାଦ୍ୟ ଆଦି ଯୋଗାଇ ଦୋଇଛନ୍ତି। ଏଥିସହ କଳିଙ୍ଗ ରକ୍ଷକ ଫାଉଣ୍ଡେସନ ତରଫରୁ ମାହାମାରୀ ସମୟରେ ପ୍ରତିଦିନ ବୁଲା କୁକୁର, ଗାଈ, ମାଙ୍କଡ଼, ଆଦିଙ୍କୁ ମଧ୍ୟ ଖାଦ୍ୟ ଦିଆଯାଉଛି।

Leave A Reply

Your email address will not be published.