ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ୧୮+ ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ, ଆଖି ପିଛୁଳାକେ ସ୍ଲଟ୍ ବୁକିଂ ଶେଷ

ଭୁବନେଶ୍ବର: ରାଜଧାନୀରେ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ ହୋଇ ଯାଇଛି। ଆଜି ସନ୍ଧ୍ଯାରୁ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା। ହେଲେ ୱେବସାଇଟ ଖୋଲିବା ମାତ୍ରେ ସାଇଟ କ୍ରାସ ହୋଇଯାଇଥିଲା । ଯେତେ ବେଳେ ସାଇଟ ଠିକ୍ ହେଲା ସେତେବେଳକୁ ସ୍ଲଟ  ନ ଥିଲା। ଏଭଳି ପିରିସ୍ଥିତି ଉପିଜିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସାଇଟ କ୍ରାସ ଠିକ ହେଉ ହେଉ ଏତେ ମାତ୍ରାରେ ସ୍ଲଟ୍ ବୁକିଂ କିପରି ଶେଷ ହୋଇଗଲା ତହା ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି। 

Leave A Reply

Your email address will not be published.