ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଟିକାର ଦ୍ୱିତୀୟ ଡୋଜ ପାଇଁ ଆଜି ସନ୍ଧ୍ଯାରୁ ବୁକ୍ କରିପାରିବେ ସ୍ଲଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ବିଏମସି  ଏ ନେଇ ଟ୍ବିଟ କରି ସୂଚନା ଦେଇଛି। ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ସନ୍ଧ୍ୟା ୬ ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ବିଏମସି ସୂଚନା ଦେଇଛି।


ଏହି ଟିକାକରଣ ଚାରୋଟି କେନ୍ଦ୍ରରେ କରାଯିବ – ୟୁପିଏଚ୍‌ସି, ୟୁନିଟ୍- ୩, ପୋଖରିପୁଟ, ୟୁପିଏଚ୍‌ସି, ଘାଟିକିଆ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍, ୟୁନିଟ୍-୬।

Leave A Reply

Your email address will not be published.