ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bmcbbsr

ଏସଟିଏଫ ଜାଲରେ ୩ ବ୍ରାଉନସୁଗର ବେପାରୀ,…

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍‌ ସମୀର ଏବଂ ସୟଦ୍‌ ଇମ୍‌ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ…

ଶୋଷଣର ଶୀକାର ହେବେନି ବିଏସକେୱାଇ କାର୍ଡ…

ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ…

ଭକ୍ତଙ୍କ ପାଇଁ ଖୁସି ଖବର: ଫେବୃଆରୀ ୧୨ରୁ…

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ଫେବୃଆରୀ ୧୨ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଟିକା…

ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ…

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା । ବଢ଼ୁଥିବା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ବିଏମସି…

ବଢୁଛି ସଂକ୍ରମଣ, ବଢୁଛି କଟକଣା:…

ଭୁବନେଶ୍ୱର: ଚିନ୍ତା ବଢାଇଲାଣି କରୋନା ।  ରାଜ୍ଯରେ ବଢିବାରେ ଲାଗିଛି  କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ସେହିପରି…

ସହର ବଦଳିଲା, ସବୁ ବଦଳିଗଲା: ‘ସେ…

ଭୁବନେଶ୍ବର: ଭୁବନେଶ୍ୱରରେ ଜନ୍ମ ହୋଇଛୁ, ପାଠ ପଢ଼ିଛୁ। ପୁରୁଣା ଭୁବନେଶ୍ୱରର ପାଣି ପବନ ସହିତ ଆମେ ପିଲାଦିନୁ ଜଡ଼ିତ। ସେତେବେଳର ଭୁବନେଶ୍ୱର କଥା ଚିନ୍ତା କଲେ ସ୍ୱପ୍ନ ଭଳି ଲାଗେ। ସେ ସମୟରେ ଭୁବନେଶ୍ୱରରେ କେବଳ ଜଙ୍ଗଲ ଓ ବିଲବାଡ଼ି ଥିଲା। ଏକାମ୍ରକ୍ଷେତ୍ର ସେତେବେଳେ ଏକା ହୋଇଥିଲା। ପୁରୁଣା ଭୁବନେଶ୍ୱରେ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ…

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯…

ସହଜରେ ମିଳିବ କୋଭିଡ୍ ଅନୁକମ୍ପା ରାଶି, ୪…

ଭୁବନେଶ୍ବର: କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ଅନୁକମ୍ପାମୂଳକ ରାଶି ପାଇବାରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଭୁବନେଶ୍ବରରେ ଥିବା କୋଭିଡ୍ ମୃତକଙ୍କ ପରିବାର ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି…

ରାଜଧାନୀରେ ୧୮+ ଦ୍ୱିତୀୟ ଡୋଜ ପାଇଁ…

ଭୁବନେଶ୍ବର: ରାଜଧାନୀରେ ସ୍ଲଟ୍ ବୁକ୍ ବେଳେ କୋ-ୱିନ୍ ପୋର୍ଟାଲ କ୍ରାସ ହୋଇ ଯାଇଛି। ଆଜି ସନ୍ଧ୍ଯାରୁ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା। ହେଲେ ୱେବସାଇଟ ଖୋଲିବା ମାତ୍ରେ ସାଇଟ…

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ: ଆଜି…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନାର ବିସ୍ଫୋରଣ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ପାର କିରିଛି। ଭୁବନେଶ୍ବରରୁ ଆଜି ୧, ୧୧୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭୫ ଜଣ ଓ…