ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରପାତରେ ୭ ଗାଈଙ୍କ ମୃତ୍ଯୁ

ବୈପାରୀଗୁଡା: ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପକୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବ୍ରଜପାତରେ ୭ ଗାଈଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସମସ୍ତ ଗାଈଙ୍କୁ ନେଇ ଗାଈ ଚରାଳୀ ଗାଁ ପାଖ ପଡିଆକୁ ଚରାଇବାକୁ ନେଇଥିଲେ । ଗାଈ ଚରୁ ଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା।  ଘଟଣା ସ୍ଥଳରେ ହିଁ ୭ଟି ଗାଈଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି ।

Leave A Reply

Your email address will not be published.