Browsing Tag

Koraput

ମାଟି ଅତଡା ଖସି ୨ ମହିଳାଙ୍କ ମୃତ୍ଯୁ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ ନିକଟରେ ଅଭାବନୀୟ ଘଟଣା ଘଟିଛି। ମାଟି ଅତଡ଼ା ଖସି ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଗାଗଡ଼ାପଣ୍ଡି ଗାଁର ଦୈମତ କନ୍ତ୍ରୀ ଓ ଶୋଷି ହନ୍ତାଳ । ମାରଡ଼ା ନଦୀରୁ ମାଟି କାଢିବାବେଳେ ମାଟିରେ ପୋତି ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ…

କୋରାପୁଟରେ ମୃଦୁ ଭୂମିକମ୍ପ, ରିକ୍ଟର…

କୋରାପୁଟ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ…

ଆମେରିକା ଯିବେ କୋରାପୁଟର ଦେଶୀ ବଇଦ ହରି…

କୋରାପୁଟ: କୋରାପୁଟର ଦେଶୀ ବଇଦଙ୍କୁ ଆସିଛି ଆମେରିକାରୁ ଡାକରା । କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ଆୟୁର୍ବେଦିକ ଚିକିତ୍ସକ ତଥା ଦେଶୀ ବାଇଦ ହେଉଛନ୍ତି ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ…

ଜୟପୁରରେ ଚାଞ୍ଚଲ୍ୟ: ବନ୍ଦ ଘରୁ ସ୍ବାମୀ,…

ଜୟପୁର: ଜୟପୁରରେ ଚାଞ୍ଚଲ୍ୟ। ଲକ୍ଷ୍ମୀପୁର ଥାନା ଆନ୍ତର୍ଗତ ତୋୟାପୁଟ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏଥିରେ ସ୍ବାମୀ, ସ୍ତ୍ରୀ ଓ ୨ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି।…

ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ ସହ…

ଜୟପୁର: କୋରାପୁଟ ଜିଲ୍ଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କରିଛନ୍ତି । ଆଜି ସକାଳୁ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ ୫ଟି ସଚିବ। ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକତା ଅଛି ପଚାରି…

କୋରାପୁଟରେ ୧୬୦୦ କୋଟି ଟଙ୍କାର ବିଭିନ୍ନ…

ଜୟପୁର: କୋରାପୁଟ ବିକାଶର ନୂଆ ଅଧ୍ୟାୟ । କୋରାପୁଟକୁ ୧୬୦୦ କୋଟିର ପ୍ରକଳ୍ପ ଭେଟି। ୧୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ। ଭିତ୍ତିଭୂମି ବିକାଶ ଜରିଆରେ କୋରାପୁଟ…

ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ:…

ଭୁବନେଶ୍ବର: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବୀ ଆଜି ପୂରଣ…

ପାରିବାରିକ କଳହ ନେଲା ଜୀବନ; ସ୍ତ୍ରୀକୁ…

କୋରାପୁଟ: ପାରିବାରିକ କଳହର କରୁଣା ପରିଣତି । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ବୁଧବାର ବିଳମ୍ୱିତ ରାତିରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଡ଼କ୍ରିବେଢାରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ମମିତା ମୁଦୁଲି। ପାରିବାରିକ କଳହ ଏପରି ରୂପ ନେଇ ଥିଲା ଯେ ସ୍ୱାମୀ ଅଜୟ…

ପରଲୋକରେ ଜୟପୁର ରାଜପରିବାରର ଶେଷ ରାଣୀ…

ଜୟପୁର: ଚିର ନିଦ୍ରାରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଗତକାଲି ବିଳମ୍ବିତ ରାତିରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ରାଣୀଙ୍କ ଶେଷ ଦର୍ଶନ କରିବାକୁ ସହରର ମାନ୍ୟଗଣ୍ୟ…

କୋରାପୁଟକୁ ଉଡିବ ଦ୍ୱିତୀୟ ବିମାନ,…

ଭୁବନେଶ୍ବର : କୋରାପୁଟ ବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର। ଗତ ଅକ୍ଟୋବର ୩୧ରେ ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା ସ୍ୱପ୍ନ ସାକାର ହୋଇଥିବା ବେଳେ ଏବେ ଆଉ ଗୋଟିଏ ବିମାନ ମଧ୍ୟ ଏହି ରୁଟ୍‌ରେ ସେବା ପ୍ରଦାନ କରିବ। ଏନେଇ ପରିବହନ ମନ୍ତ୍ରୀ…