ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ବାଟ୍ସଆପରେ ଆସୁଛି ନୂଆ ଅପଡେଟ୍: ଯେକୌଣସି ସମୟରେ ଡିଲିଟ୍ କରିପାରିବେ ମେସେଜ

ନୂଆଦିଲ୍ଲୀ: ହ୍ବାଟ୍ସଅପ ନିଜର ‘ଡିଲିଟ ଫର ଏଭ୍ରିୱାନ’ ଫିଚରରେ ନୂଆ ଅପଡେଟ୍ ଆଣୁଛି। ଏହି ଅପଡେଟ୍ ପରେ ପଠାଇଥିବା ମେସେଜକୁ ଯେକୌଣସି ମୁହୁର୍ତ୍ତରେ ଡିଲିଟ କରିପାରିବେ । ଏବେ ଏହି ଫିଚର ପାଇଁ ୬୮ ମିନିଟ୍ ସମୟସୀମା ରହିଛି। କମ୍ପାନୀ ୨୦୧୭ରେ ଏହି ନିୟମକୁ ଲାଗୁ  କରିଥିଲା। ଏହା ପରଠାରୁ ସମୟସୀମାକୁ ନେଇ ଅନେକ ଥର ଅପଡେଟ୍ ଆସିଛି। ବର୍ତ୍ତମାନ ପଠାଇଥିବା ମେସେଜକୁ ଡିଲିଟ  କରିବା ପାଇଁ ‘ଡିଲିଟ ଫର ମି’ ଏବଂ ‘ଡିଲିଟ୍ ଫର ଏଭ୍ରିୱାନ ବିକଳ୍ପ ରହିଛି। ହ୍ବାଟ୍ସଅପର ଫିଚରକୁ ଟ୍ରାକ କରୁଥିବା ସଂସ୍ଥା ଡବ୍ଲ୍ୟୁଏବେଟାଇନଫୋ ଏହାର ସ୍କ୍ରିନ ସଟ୍ ସେୟାର କରିଛି ଆଣ୍ଡ୍ରଏଡ୍ ସହିତ ଏହି ଫିଚରକୁ ଦେଖାଯାଇଛି । ତିନି ମାସ ତଳର ମେସେଜ ଡିଲିଟ କରାଯାଇଥିବା ଏଥିରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.