ହ୍ବାଟ୍ସଆପ୍ ବ୍ୟାନ୍ କଲା ୩୬ ଲକ୍ଷରୁ…
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ଏହାର ଏକ ମାସିକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଡିସେମ୍ବର ୨୦୨୨ ମସିହାରେ ଭାରତରେ ୩୬ ଲକ୍ଷରୁ ଅଧିକ 'ଆପତ୍ତିଜନକ' ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହ୍ବାଟ୍ସଆପ୍ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୋସିଆଲ…