ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ

ଭଦ୍ରକ: ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ। ପ୍ରତାପଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଜିଲାନ୍ସ ପକ୍ଷରୁ ଏକକାଳୀନ ଚାଢାଉ କରାଯାଇଛି।

ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ଚଢ଼ାଉରେ ସମିଲ ଅଛନ୍ତି। ବାସୁଦେବପୁରଠାରେ ଭଡା ଲାଗିଥିବା ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।

Leave A Reply

Your email address will not be published.