ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୨-୦୬-୨୦୨୧)

ମେଷ : କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ ।ଚାକିରିରେ ଅସହଯୋଗ ରହିବ । ପ୍ରଶାସନିକ ଶତ୍ରବୃଦ୍ଧି ହେବେ। ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ବୃଷ : ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ । ରାଜନୀତିରେ ପ୍ରସିଦ୍ଧି ବଢିବ । ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମିଥୁନ : ଦିନଟି କାର୍ଯ୍ୟ ବ୍ୟସ୍ତ ରହିବେ। ସାଂସାରିକ ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ନେତୃତ୍ବ ନେଇ ସମ୍ମାନ ପାଇବେ। ବାଣିଜ୍ୟରେ ସୁଫଳ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍

କର୍କଟ : ଯୋଜନା ମୁତାବକ କାର୍ଯ୍ୟ କରି ସଫଳତା ପାଇବେ । ଚାକିରିରେ ସହଯୋଗ ପାଇବେ ।ରାଜନୀତିରେ ଉଚ୍ଚସମ୍ମାନ ପାଇବେ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶୁଭ ଅଙ୍ଗ-୯, ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ଅବରୋଧ ରହିବ। ଚାକିରିରେ ସମସ୍ୟା ରହିବ। । ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା : ଦୁଃସାହସିକ ଭିଭିରେ କାର୍ଯ୍ୟ ତୁଲାଇବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା : କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍ଗ-୮, ଶୁଭ ରଙ୍ଗ-କଳା

ବିଛା : ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ ପ୍ରଶଂସା ପାଇବେ । ମହିଳାମାନେ ଉତ୍ସାହିତ ରହିବେ। ବାଣିଜ୍ୟରେ ଗ୍ରାହକପ୍ରିୟ ହେବେ । ଶୁଭ ଅଙ୍ଗ-୩, ଶୁଭ ରଙ୍ଗ-କ୍ରିମ୍

ଧନୁ : ପ୍ରତି କାର୍ଯ୍ୟରେ ବ୍ୟୟ ବହୁଳତା ରହିବ । ରାଜନୀତିରେ ପ୍ରତିଦ୍ବନ୍ଦ୍ବତ ରହିବ । ଚାକିରିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ମନ୍ତ୍ରର ରହିବ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ-କଫି

ମକର : ସ୍ବପ୍ନ ସାକାର ହେବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ମଧୁର ରହିବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ I ବାଣିଜ୍ୟରେ ଆୟବୃଦ୍ଧି ହେବ । ଶୁଲ ଅଙ୍କ-୮,ଶୁଭ ରଙ୍ଗ-ନୀଳ

କୁମ୍ଭ : ଉଚ୍ଚ ଆଶା ପୂରଣ ହେବ। ରାଜନୀତିରେ ପ୍ରସିଦ୍ଧି ବଢିବ। ମହିଳାମାନେ ଦୃଢ଼ମନା ହେବେ। ପରିବହନ ଓ ବାଣିଜ୍ୟରେ ସମୃଦ୍ଧି ହେବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର

ମୀନ : କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଦାନଧର୍ମରେ ମନ ରହିବ। ମହିଳାମାନେ ଧର୍ମପରାୟଣା ହେବେ । ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ ଶୁଭ ରଙ୍ଗ-୨, ଶୁଭ ରଙ୍ଗ-ସିଜଲର୍

Leave A Reply

Your email address will not be published.