ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

୩୦ ସେକେଣ୍ଡରେ କାବୁ ହେବେ ଲୁଟେରା

ଭୁବନେଶ୍ବର: ଲୁଟେରାଙ୍କୁ ୩୦ ସେକେଣ୍ଡରେ ଧରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ରିଡର୍। କ୍ରାଇମ ମିଟିଂରେ ଥାନା ଅଧିକାରୀଙ୍କୁ ମେସିନ ପ୍ରଦାନ କରିଛନ୍ତି ଡିସିପି। ଲୁଟ ହେବା ମାତ୍ରେ କାବୁ ହେବେ ଲୁଟେରା । ଏହି ମେସିନ ବ୍ୟବହାର ଫଳରେ ଅପରାଧୀଙ୍କ ଟ୍ରାକ ରେକର୍ଡ ମଧ୍ୟ ବହାରିପାରିବ। ଗତ କିଛି ଦିନ ଧରି ଭୁବନେଶ୍ୱର ସହରରେ ବଢୁଥିବା ଲୁଟକୁ ଆଖି ଆଗରେ ରଖି ଏଭଲି ନୂଆ ପ୍ଲାନ କରିଛି କମିଶନରେଟ ପୁଲିସ। ନୂଆବର୍ଷ ଓ ବଡ଼ଦିନକୁ ଦୃଷ୍ଟିରେ ରଖି କ୍ରାଇମ ଡିଟେକ୍ସନକୁ ବ୍ୟାପକ କରାଯାଇଛି। ସହରରେ ବଂଜାରା ବୁଲୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ସେହିପରି ଆପାର୍ଟମେଣ୍ଟ ମାନଙ୍କୁ ଯାଇ ସୁରକ୍ଷା ସମ୍ପର୍କରେ ଆଲର୍ଟ କରିବ ନିକଟସ୍ଥ ଥାନା ପୁଲିସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

Leave A Reply

Your email address will not be published.