ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା: ବିଧି ରକ୍ଷା ପାଇଁ ଭଷଣାରେ ପାରମ୍ପରିକ ବାଦ୍ୟ ବଜାଇବାକୁ ଅନୁମତି

ଭଦ୍ରକ: ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଏଥର ତିନି ଦିନରେ ସରିଛି କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହୁଏ ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି । ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି ।

ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭଷାଣ ଆୟୋଜିତ ହୋଇଛି । ବିଧି ରକ୍ଷା ପାଇଁ ପାରମ୍ପରିକ ବାଦ୍ୟ ବଜାଇ ମା କାଳୀଙ୍କୁ ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯାଇଛି ।

Leave A Reply

Your email address will not be published.