ପରକୀୟା ପ୍ରୀତି ସନ୍ଦେହ: ପୁଅ, ଝିଅ ସହ…
ଭଦ୍ରକ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ମୃତକ ହେଲେ ବାବୁଆ ଦାସ । ପରକିୟା ପ୍ରୀତି ଯୋଗୁଁ ସ୍ତ୍ରୀ, ପୁଅ ଓ ଝିଅ ମିଶି ଲୋମହର୍ଷଣକାରୀ…