ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Utkal University

କ୍ୟାନସର ପୀଡିତା ଲିଜାରାଣୀଙ୍କୁ ସହାୟତା…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ୨୦୦୭- ୦୯ ବ୍ୟାଚର ଦର୍ଶନ ଶାସ୍ତ୍ର ବିଭାଗର ଲିଜାରାଣୀ ସେଠୀ ବର୍ତ୍ତମାନ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦର୍ଶନ ଶାସ୍ତ୍ର ବିଭାଗର ସାଙ୍ଗସାଥୀମାନେ ଲିଜାରାଣୀ ସେଠୀଙ୍କ ଅଧିକ ଚିକିତ୍ସା ପାଇଁ ତାଙ୍କ ପରିବାରଙ୍କୁ ୭୦ ହଜାର…

‘ଏ++’ ମାନ୍ୟତା ଦୌଡ଼ରେ ଉତ୍କଳ…

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌)ର ଏ++ ମାନ୍ୟତା ଦୌଡ଼ରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ମୂଲ୍ୟାଙ୍କନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ଦଳର ଗସ୍ତ ପୂର୍ବରୁ ଉତ୍ତମ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ସଜେଇ ହେଉଛି। ବିଶ୍ୱବିଦ୍ୟାଳୟ ଏବେ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା:…

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିଥିଲା । ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ…

ବାଣୀବିହାର ବିଶ୍ବବିଦ୍ୟାଳୟରେ ଛାତ୍ର…

ଭୁବନେଶ୍ବର: ବାଣୀବିହାରରେ ପୁଣି ଥରେ ଅଶାନ୍ତି ପରିସ୍ଥିତି ଦେଖିବାକୁ ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍‌ରେ ରବିବାର ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଜେଏନୟୁର ପ୍ରଫେସରଙ୍କ ଉପରେ ଆକ୍ରମଣ…

ଆଜି ‘ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ…

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ । ଏହାର ଅବ୍ୟବହିତ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ କୁଳପତି କହିଥିଲେ ଯେ, ଚଳିତବର୍ଷର ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ…

ସେଲ୍‌ଫ ଫାଇନାନ୍‌ସିଂ କୋର୍ସ ବନ୍ଦକୁ ନେଇ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସେଲ୍‌ଫ ଫାଇନାନ୍ସିଂ କୋର୍ସ ବନ୍ଦ ଏବଂ ଅନେକ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମରେ ସିଟ୍‍ ସଂଖ୍ୟା ହ୍ରାସକୁ ନେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ବତନ…

ତୁଟିଲାନି ‘ଉତ୍କଳ’ ଦ୍ୱିତୀୟ କ୍ୟାମ୍ପସ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟମ୍ପସ(ଚଣ୍ଡିଖୋଲ)ରେ ବିଏସସି ନର୍ସିଂ ଛାତ୍ରଛାତ୍ରୀ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ରଖୁଛୁ, ସେମାନେ ତାହାକୁ…

ନାକ୍‍ ଟିମ୍‍ ଆସିବା ପୂର୍ବରୁ ‘ଉତ୍କଳ’…

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‍)ର ଏ++ ମାନ୍ୟତା ଦୌଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏଦିଗରେ ଗୁରୁତ୍ୱ ଦେଇଥିଲେ। ବିଶ୍ୱବିଦ୍ୟାଳୟ…

ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍,…

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ୍। ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଥିବା ଦୁଇଟି ଗାଡି ପୋଡିଦେଲେ ଦୁର୍ବୃତ୍ତ । ଏହାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଦେଖା ଦେଇଛି ଉତ୍ତେଜନା । ଏହି ଘଟଣା ବାଣୀବିହାର ଗୋଦାବରୀଶ ଛାତ୍ରାବାସ ନିକଟରେ ଘଟିଛି। ବିଳମ୍ବିତ ରାତିରେ ଦୁଇ…

ଉତ୍କଳ ବିଶ୍ବବିଦ୍ୟାଳୟ ‘ଅହିଂସା ସ୍ଥଳ‘ରେ…

ଭୁବନେଶ୍ବର: ପୃଥିବୀପୃଷ୍ଠରେ ଜନ୍ମ ନେଇଥିବା କେତେ ଜଣ ମହାନ ବ୍ୟକ୍ତିଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ବିଚାର ଓ ସାଧନା ମାନବ ସଭ୍ୟତାର ସର୍ବୋତ୍ତମ ବିକାଶ ପାଇଁ ପ୍ରେରଣାର ଉତ୍ସ। ପୃଥିବୀରେ ହିଂସା, ଭୟ, ଘୃଣା ଓ ଶୋଷଣମୁକ୍ତ ମଣିଷ ସମାଜ ନିର୍ମାଣ ଥିଲା ଗାନ୍ଧିଜୀଙ୍କ ବିଶ୍ୱ ପରିକଳ୍ପନା। ରାଷ୍ଟ୍ର…